ଇ-ରିସିପ୍ଟ ମଡେଲ୍ ୨.୦ର ଶୁଭାରମ୍ଭ, ସୁବିଧା ହେବ ସରକାରୀ ବକେୟା ଓ ଟିକସ ପୈଠ

ଭୁବନେଶ୍ୱର- ଲୋକସେବା ଭବନରେ ଇ-ରିସିପ୍ଟ ମଡେଲ୍ ୨.୦ର ଶୁଭାରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଇ-ରିସିପ୍ଟ ମଡେଲର ଶୁଭାରମ୍ଭ କରିଛନ୍ତି । ଏଣିକି ଇଲେକ୍ଟ୍ରୋନିକ ମାଧ୍ୟମରେ ସରକାରୀ ବକେୟା ଓ ଟିକସ ପୈଠରେ ସୁବିଧା ହେବ । ଏଥିପାଇଁ ଓଡିଶା ଟ୍ରେଜେରି ପୋର୍ଟାଲ୍…