ବରିଷ୍ଠ ସାମ୍ବାଦିକ ଓ ପୂର୍ବତନ ସାଂସଦ ଚନ୍ଦନ ମିତ୍ରାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରାଙ୍କ ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଦେହାନ୍ତ ହୋଇଯାଇଛି। ମିତ୍ରା କିଛି ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ମିତ୍ରା ଇଂରାଜୀ ଦୈନିକ 'ପାୟୋନିୟର'ର ସମ୍ପାଦକ…

ଗଣେଶ ପୂଜା ପାଇଁ ବିଏମସି ଗାଇଡଲାଇନ୍ ଜାରି

ଭୁବନେଶ୍ୱର- ଆସନ୍ତା ଗଣେଶ ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମ –ବିଏମସି ଗାଇଡଲାଇନ ଜାରି କରିଛି । ଗାଇଡଲାଇନ ଅନୁସାରେ ମଣ୍ଡପ ଓ ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିବ । ଏଥିପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ କୁହାଯାଇଛି । ମଣ୍ଡପ ବା ପେଣ୍ଡାଲର ୩ ପାଖ…

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରି ଓ’ ଫାରେଲ

ଭୁବନେଶ୍ୱର- ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରି ଓ’ ଫାରେଲ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । କୋଲକାତାରେ ଥିବ ଅଷ୍ଟ୍ରେଲିଆ ବାଣିଜ୍ୟ ଦୂତାବାସର ମୁଖ୍ୟ ରୋୱନ ଏନ୍ସୱର୍ଥ ଓ ଆମି କିଉଗଙ୍କ ମଧ୍ୟ କଳିଙ୍ଗ ଷ୍ଟାଡିୟମ ବୁଲି ଦେଖିବା ସହ ବିଭିନ୍ନ କ୍ରୀଡା ଲାଗି ଥିବା ସୁବିଧା ସୁଯୋଗ…

ରାଜ୍ୟରେ ଆଉ ୭୫୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସ ବର୍ଗରେ ୧୦୮ ସଂକ୍ରମିତ

ଭୁବନେଶ୍ୱର – ରାଜ୍ୟରେ ଆଉ ୭୫୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୦୮ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ସଙ୍ଗରୋଧରୁ ୪୩୮ ଓ ସ୍ଥାନୀୟ ଅଂଚଳରୁ ୩୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୬୧, କଟକରୁ ୧୧୦, ବାଲେଶ୍ୱରୁ ୪୩,…

ବିଧାନସଭାରେ ଆଜି ଉପସ୍ଥାପନ ହେବ ତିନିଟି ବିଲ୍

ଭୁବନେଶ୍ୱର – ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ୩ଟି ବିଲ୍ ଉପସ୍ଥାପିତ ହେବ । ଓଡିଶା ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ସଂଶୋଧନ ବିଲ୍‌, ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ ଓ ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ଉପସ୍ଥାପନ କରାଯିବ । ଜଳସଂପଦ,ଯୋଜନା…