କୋରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର- ପୂର୍ବ ନିଷ୍ପତ୍ତି କ୍ରମେ ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ପୁଣି ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର । କୋରୋନା କଟକଣା ମଧ୍ୟରେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛଡାଯାଉଛି । ଉଭୟ ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ବିଏମସି…

କଲ୍ୟାଣ ମଣ୍ଡପରେ ଚାଲିଥିଲା ଜୁଆ ଆଡ୍ଡା, ଚଢାଉ କରି ୧୧ ଜୁଆଡିଙ୍କୁ ଧରିଲା ପୋଲିସ, ପ୍ରାୟ ୩ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର –ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ପୋଲିସ ବିଳମ୍ବିତ ରାତିରେ ଏକ କଲ୍ୟାଣ ମଣ୍ଡପରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୧୧ ଜୁଆଡିଙ୍କୁ ଗିରଫ କରିଛି । ନଗଦ ୨ ଲକ୍ଷ ୯୮ ହଜାର ଟଙ୍କା ଜବତ ହୋଇଛି । ଏହାଛଡା ୩ଟି ବାଇକ୍‌, ଗୋଟିଏ ଅଟୋ ଓ ୧୦ଟି ମୋବାଇଲ ଫୋନ୍…

ଆଜିଠାରୁ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ଆଗତ ହୋଇପାରେ ୭ଟି ବିଲ୍

ଭୁବନେଶ୍ୱର- ଆଜିଠାରୁ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ । ୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ରହିଛି ୮ଟି କାର୍ଯ୍ୟ ଦିବସ । ଅଧିବେଶନ ଲାଗି ଗତକାଲି ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ…

ଆଜିଠାରୁ ଆହୁରି କୋହଳ ହେଲା କୋରୋନା କଟକଣା, ରାତି ୧୦ଟା ଯାଏଁ ଖୋଲିବ ଦୋକାନବଜାର

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ଲାଗୁ ହୋଇଛି ସେପଟେମ୍ବର ମାସର କୋରୋନା ଗାଇଡଲାଇନ୍ । ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବାରୁ କଟକଣା ଆହୁରି କୋହଳ କରିଛନ୍ତି ସରକାର । ଭୁବନେଶ୍ୱର, କଟକ ଓ ପୁରୀରୁ ସପ୍ତାହାନ୍ତ ସଟଡାଉନ ହଟାଇ ଦିଆଯାଇଛି । ସାରା ରାଜ୍ୟର ସହରାଞ୍ଚଳରେ କେବଳ ନାଇଟ୍ କର୍ଫ୍ୟୁ…

ଶ୍ରୀକ୍ଷେତ୍ର ଐତିହ୍ୟ: ବୈଚିତ୍ରମୟ ଠାକୁରଙ୍କ ବୈଚିତ୍ରମୟ ନୀତି

ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଦିନ ସନ୍ଧ୍ୟା ଆଳତି ବେଶରେ ତିନି ଦିଅଁ ଛଅ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହୁଅନ୍ତି। ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ ସନ୍ଧ୍ୟା ଧୂପ ଛେକ ଛାମୁକୁ ଆସେ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣିପଡ଼ି ଧୋପଖାଳ ପରେ ଜୟ ବିଜୟ…

ଗୀତା ମହାତ୍ମ୍ୟ

ଗୀତା ମହାତ୍ମ୍ୟ: ଶ୍ୱଶୁରାନ ସୁହୃଦଚୈବ ସେନୟରୁ ଭୟୋରପି। ତାନ ସମୀକ୍ଷ ସ କୌନ୍ତେୟ ସର୍ବାନବନ୍ଧୁନବ ସ୍ଥିତାନ।। କୃପୟା ପରାୟା ବିଷ୍ଟଓ ବିଶିଦର୍ଣ୍ଣିଦ୍ରମବ୍ରବିତ। ଦୃଷ୍ଟେମ ସ୍ୱଜନ କୃଷ୍ଣ ଯୁଜୁତ୍ସୃମ ସମୁପ ସ୍ଥିତମ।। ଅନୁବାଦ: ତା ପରେ ଅର୍ଜୁନ ସେହି ଉଭୟ ସେନା ମଧ୍ୟରେ ବିଦ୍ୟମାନ ପିତୃ,…