ଦାଉଦ୍ ଇବ୍ରାହିମର ଘନିଷ୍ଠ ସହଯୋଗୀ ଫହିମର କରୋନାରେ ମୃତ୍ୟୁ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ଘନିଷ୍ଠ ସହଯୋଗୀ ଗ୍ୟାଙ୍ଗଷ୍ଟର ଫହିମ ମାଚମଚ୍ ର ପାକିସ୍ତାନର କରାଚିରେ ମୃତ୍ୟୁ ହୋଇଯାଇଛି। ମୁମ୍ବାଇ ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା । ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି…

କାବୁଲ ବିମାନବନ୍ଦରର ତିନୋଟି ଫାଟକର ନିୟନ୍ତ୍ରଣ ତାଲିବାନକୁ ହସ୍ତାନ୍ତର କଲା ଆମେରିକା

କାବୁଲ: ଆମେରିକା ଏବଂ ସ‌ହଯୋଗୀ ରାଷ୍ଟ୍ର କାବୁଲ ବିମାନବନ୍ଦରର ତିନୋଟି ଫାଟକର ନିୟନ୍ତ୍ରଣ ତାଲିବାନକୁ ହସ୍ତାନ୍ତର କରିଛନ୍ତି। ଜଣେ ଅଧିକାରୀ ରବିବାର ସ୍ଥାନୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏବେ ବିମାନବନ୍ଦରରେ ରାଡାର୍ ସିଷ୍ଟମ୍ ଥିବା ଏକ ଛୋଟ ଅଂଶ ହିଁ ଆମେରିକା ସୈନ୍ୟମାନଙ୍କ…