ଶ୍ରୀକ୍ଷେତ୍ର ପୁରୀର ପ୍ରାଚୀନ ନାମ

ଶ୍ରୀକ୍ଷେତ୍ର ପୁରୀର ନାମ ମାର୍କଣ୍ଡେୟ ପୁରାଣରେ ଥିଲେ ମଧ୍ୟ ଏହାର ସର୍ବପ୍ରାଚୀନ ନାମ "ଅନ୍ତର୍ବେଦୀ'। ମହାଭାରତ ବନ ପର୍ବରେ ଅନ୍ତର୍ବେଦୀ ମିତିଖ୍ୟାତମ ଭାବରେ ବର୍ଣ୍ଣନା ରହିଛି । ଗୀତାର ପୁରୁଷୋତ୍ତମ ଯୋଗରେ (୧୫ଦଶ ଅଧ୍ୟାୟ) ଏହି ଲୋକରେ ପୁରୁଷୋତ୍ତମ ବା ପୁରୁଷୋତ୍ତମ କ୍ଷେତ୍ର ରୂପରେ…

ବ୍ରଜମଣ୍ଡଳ ପରିକ୍ରମାରେ ମଥୁରାର ଦର୍ଶନୀୟ ସ୍ଥାନ

ମଧୁବନ : ଶ୍ରୀମଥୁରାର ନୈରୁତ୍ୱ କୋଣ ଶ୍ରୀଭୁତେଶ୍ୱର ମହାଦେବଙ୍କ ନିକଟରୁ ପ୍ରାୟ ଦୁଇ କ୍ରୋଶ ଦୂରରେ ମଧୁବନ ଅବସ୍ଥିତ। ମଥୁରାର ଦ୍ୱାଦଶ ବନ ମଧ୍ୟରୁ ମଧୁବନ ପ୍ରଥମ ବନ। ଏହି ମଧୁବନର ବର୍ତ୍ତମାନ ନାମ ହେଉଛି ମହୋଲି ଗ୍ରାମ। ମଧୁବନରେ ମଧୁଦୈତ୍ୟ ବାସ କରୁଥିଲା। ତାହାର ନାମ ଅନୁସାରେ ଏହା ମଧୁବନ…

ଗୀତା ମହାତ୍ମ୍ୟ: ସ ଘୋଷ ଧାର୍ତ୍ତରାଷ୍ଟ୍ରଣାମ ହୃଦୟାନି ବ୍ୟଦରାୟତ। ନଭଶ୍ଚ ପୃଥୀବିମ ଚୈବ ତୁମୁଳ ବ୍ୟନୁନାଦୟତ।।

ଗୀତା ମହାତ୍ମ୍ୟ: ସ ଘୋଷ ଧାର୍ତ୍ତରାଷ୍ଟ୍ରଣାମ ହୃଦୟାନି ବ୍ୟଦରାୟତ। ନଭଶ୍ଚ ପୃଥୀବିମ ଚୈବ ତୁମୁଳ ବ୍ୟନୁନାଦୟତ।। ଅନୁବାଦ : ସେହି ଭୟଙ୍କର ଶବ୍ଦ ଆକାଶ ଓ ପୃଥିବୀକୁ ପ୍ରତିଧ୍ବନିତ କରି ଦୁର୍ଯ୍ୟୋଧନ ଆଦି କୌରବ ମାନଙ୍କର ହୃଦୟ କୁ ବିଦୀର୍ଣ୍ଣ କରିଦେଲା। ( ଗୀତା ୧ମ ଅ। ୧୯ଶ ଶ୍ଳୋକ )