ଝଲସି ଉଠୁଛି ରୂପାନ୍ତରିତ ଶିକ୍ଷାୟତନ

ଲେଖକ: ପ୍ରତିଭା ନେପାକ ବ୍ରହ୍ମପୁର: ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ…

ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ଲଢେଇରେ ସାମିଲ ହେବାକୁ ବିଜେଡିର ଆହ୍ବାନ

* ଜାତିଭିତ୍ତିକ ଜନଗଣନା ଓ ୫୦ % ସଂରକ୍ଷଣ ସୀମା ଉଠାଇବା ଦାବି ଜୋରଦାର * ନବୀନଙ୍କୁ ଅନୁସରଣ କରୁଛନ୍ତି ବିଭିନ୍ନ ରାଜ୍ୟର ନେତା ଓ ରାଜନୈତିକ ଦଳ * ଓଡିଶାରେ ଏହି ଲଢେଇରେ ସାମିଲ ପାଇଁ ବିଜେପି ନେତାଙ୍କୁ ଆହ୍ବାନ * ଦାବି ହାସଲ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ବିଜେଡିର ଘୋଷଣା…

ଉଦ୍ଧବ ଠାକରେଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ଏତଲା ରଦ୍ଦ କରିବା ନେଇ ଜରୁରୀ ଶୁଣାଣି ପାଇଁ ବମ୍ବେ ହାଇକୋର୍ଟ ରାଣେଙ୍କ ଆବେଦନ ଖାରଜ କରିଦେବା ପରେ…