କରୋନା ଅପଡେଟ୍: ଦେଶରେ ଆଉ ୩୪,୪୫୭ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ସମୁଦାୟ ୩୪,୪୫୭ କରୋନା ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩,୨୩,୯୩,୨୮୬କୁ ବୃଦ୍ଧି ପାଇଛି | ଗତ ୨୪ ଘଣ୍ଟା ମଧ୍ୟରେ ଏହି ମହାମାରୀ ଯୋଗୁଁ ଦେଶରେ ମୋଟ ୩୭୫ ଜଣଙ୍କର ମୃତ୍ୟୁ ଘଟିଛି। ସାରା…

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ପ୍ରଶଂସା କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲେଖା : କହିଲେ,…

ଭୁବନେଶ୍ୱର- ନିର୍ମଳ ଭାବମୂର୍ତ୍ତି ସହ ବିଭିନ୍ନ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ବାରମ୍ବାର ନିଜର ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ସେ ସର୍ବାଗ୍ରେ ରହିଛନ୍ତି । ଓଡିଶା…

ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ମାଷ୍ଟର କ୍ୟାଂଟିନରୁ ରାମ ମନ୍ଦିର ଯାଏ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ପଦ୍ମଭୂଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଅଢେଇ ମାସରେ ସୌନ୍ଦର୍ଯ୍ୟକରଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମାଷ୍ଟର କ୍ୟାଂଟିନ ଘୋଡା…

ବିଶ୍ୱ ବରିଷ୍ଠ ନାଗରିକଙ୍କ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ବିଶ୍ୱ ବରିଷ୍ଠ ନାଗରିକଙ୍କ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇ କହିଛନ୍ତି ଯେ, ଆମ ସମାଜ ପ୍ରକୃତରେ ସମାବେଷ୍ଟୀ ହେବା ପାଇଁ ଆମେ ବାର୍ଦ୍ଧକ୍ୟ ଓ ସେମାନଙ୍କ ଜ୍ଞାନକୁ ଗ୍ରହଣ କରିବା ଉଚିତ । ସବୁ ବୟସ୍କ ନାଗରିକମାନେ ସମସ୍ତଙ୍କର…

ଏହି ବରିଷ୍ଠ ତାଲିବାନ କମାଣ୍ଡରଙ୍କ ଭାରତ ଓ ଭାରତୀୟ ସେନା ସହ ରହିଛି ପୁରୁଣା ସମ୍ପର୍କ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ପୁଣି ଫେରିଛି ତାଲିବାନୀ ଶାସନ । ଏହି ମୌଳବାଦୀ ସଂଗଠନର ବରିଷ୍ଠ କମାଣ୍ଡର ମାନେ ତାଲିବାନ ସରକାରକୁ ଯେଭଳି ବିଶ୍ଵ ସମୁଦାୟର ସ୍ୱୀକୃତି ମିଳିବ ସେନେଇ ଉଦ୍ୟମ ଚଳାଇଛନ୍ତି । ତାଲିବାନର ଏହି ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶେର ମହମ୍ମଦ ଆବାସ୍…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି – ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ପୋଡି ହୋଇ ପ୍ରାଣ ହରାଇବା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଆଜି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମବ୍ରାଂଚ ଜେରା ଆରମ୍ଭ କରିଛି । କ୍ରାଇମବ୍ରାଂଚର ୪ ଜଣିଆ ଟିମ୍ ଡିଏଫଓଙ୍କୁ ଜେରା କରୁଛି ।…