ବ୍ରହ୍ମପୁରରେ ଏଟିଏମ ଗାଡିରୁ ୨୪ ଲକ୍ଷ ଟଙ୍କା ଲୁଟ୍‌

ବ୍ରହ୍ମପୁର- ବ୍ରହ୍ମପୁରରେ ଏଟିଏମ ଟଙ୍କା ଗାଡିକୁ ଅପରହରଣ କରାଯିବା ସହ ଟଙ୍କା ଲୁଟ୍ କରାଯାଇଛି । ପୋଲିସ ଗାଡିକୁ ଠାବ କରିଛି । କିନ୍ତୁ ଏଥିରେ ଥିବା ୨୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଏଜିଏସ ସଂସ୍ଥା ଗାଡି…