ଟାଙ୍ଗରା ଭୂଇଁ ଏବେ ସବୁଜ ବନାନୀ

ବ୍ରହ୍ମପୁର: ସରକାରୀ ଯୋଜନାର ସୁବିନିଯୋଗ କରି କିଭଳି ନିଜ ଅବସର ପରବର୍ତ୍ତୀ ଜୀବନକୁ ସ୍ବାଚ୍ଛନ୍ଦମୟ କରିହେବ, ଖାଦ୍ୟଶସ୍ୟ ଅମଳ କରି ପେଟ ପାଇଁ କେବଳ ଯେ ପୁଷ୍ଟିକର ଦାନା ଯୋଗାଡ଼ କରିପାରିବା, ବରଂ ତା ସହ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର ମଧ୍ୟ କରିହେବ। ଏହାର ଏକ ଉଦାହରଣ ସାଜିଛନ୍ତି…