ପଞ୍ଜାବକୁ ଆସୁଥିବା ଲୋକଙ୍କ ପାଇଁ ଟିକାକରଣ ପ୍ରମାଣପତ୍ର ଓ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଚଣ୍ଡିଗଡ଼: କରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ ମହାରାଷ୍ଟ୍ର ପରେ ବର୍ତ୍ତମାନ ପଞ୍ଜାବ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ନୂତନ ଗାଇଡଲାଇନ୍ ଘୋଷଣା କରିଛି। ସୋମବାର ଠାରୁ ପଞ୍ଜାବରେ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ଟୀକାକରଣ ପ୍ରମାଣପତ୍ର କିମ୍ବା ନେଗେଟିଭ୍ କରୋନା ରିପୋର୍ଟ ଦେଖାଇବା…