ଶ୍ରୀମନ୍ଦିରର ମନୋରମ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌, ମୁଖ୍ୟମନ୍ତ୍ରୀ ବି କଲେ ପସନ୍ଦ, ଫଟୋଗ୍ରାଫରଙ୍କୁ ଦେଲେ ଧନ୍ୟବାଦ

ପୁରୀ- ମନ ଖୁସି କରିଦେବା ସହ ଆଧ୍ୟାତ୍ମିକ ଭାବନା ଉଦ୍ରେକ ହେବା ଭଳି ଶ୍ରୀମନ୍ଦିରର ଏକ ଆକର୍ଷଣୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶ୍ରୀମନ୍ଦିର ଉପରେ ମେଘମାଳା ମଧ୍ୟରୁ ସୂର୍ଯ୍ୟଙ୍କ ବିଚ୍ଛୁରିତ କିରଣର ଏକ ମନୋରମ ଫଟୋ ସମରେନ୍ଦ୍ର ଦାଶ ନାମକ ଜଣେ ଫଟୋଗ୍ରାଫର ଉଠାଇଥିଲେ । ଏହି ଫଟୋକୁ…

ରାଜ୍ୟରେ ଆଉ ୬୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୬୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସଂଗୃହୀତ ତଥ୍ୟ ଅନୁସାରେ କଟକ ଜିଲ୍ଲାରୁ ୧୮, ଖୋର୍ଦ୍ଧାରୁ ୧୧, ସମ୍ବଲପୁରରୁ ୯ ରୋଗୀଙ୍କ ମୃତ୍ୟୁ ହୋଇଛି । ଯାଜପୁରରୁ ୫, କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ ୪ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।…

ରାଜ୍ୟରେ କୋରୋନାର ୧ ହଜାର ୧୦୭ ନୂଆ ମାମଲା

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୦୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୪୬ ଓ ସ୍ଥାନୀୟ ଅଂଚଳରୁ ୪୬୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭ ଓ କଟକ ଜିଲ୍ଲାରୁ ୧୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୬୬,…

ଜୟନ୍ତୀରେ ବିକ୍ରମ ସାରାଭାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର –ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମହାକାଶ ଗବେଷଣା କାର୍ଯ୍ୟକ୍ରମର ଜନକ ପଦ୍ମବିଭୂଷଣ ବିକ୍ରମ ସାରାଭାଇଙ୍କ ଆଜି ହେଉଛି ଜୟନ୍ତୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ବିକ୍ରମ ସାରାଭାଇଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିକ୍ରମ ସାରାଭାଇ ଭାରତରେ…

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର- ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏସଏଏମ ପୋର୍ଟାଲରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତାସଂପନ୍ନ କମିଟି ବୈଠକରେ ଏହି ନିଷ୍ପତ୍ତି…