ପ୍ରାର୍ଥୀଙ୍କ ଆପରାଧିକ ରେକର୍ଡ ପ୍ରକାଶ କରିନଥିବାରୁ ବିଜେପି ଓ କଂଗ୍ରେସ ସମେତ ୮ ଦଳ ଉପରେ ଜରିମାନା ଲଗାଇଲେ…

ନୂଆଦିଲ୍ଲୀ: ନିଜ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲାର ବିବରଣୀ ପ୍ରକାଶ କରିନଥିବା ଯୋଗୁଁ ସୁପ୍ରିମକୋର୍ଟ ବିଜେପି ଓ କଂଗ୍ରେସ ସମେତ ଆଠଟି ରାଜନୈତିକ ଦଳକୁ ଜରିମାନା କରିଛନ୍ତି। ବିହାର ନିର୍ବାଚନ ସମୟରେ ଗଣମାଧ୍ୟମରେ ପ୍ରାର୍ଥୀଙ୍କ ଆପରାଧିକ ରେକର୍ଡ ପ୍ରକାଶ ନକରିବା ପ୍ରସଙ୍ଗରେ…