କରୋନା ଅପଡେଟ୍: ପାଞ୍ଚ ମାସ ପରେ ସବୁଠୁ କମ୍ ମାମଲା, ଦିନକରେ ଆଉ ୨୮,୨୦୪ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: କରୋନା ସଙ୍କଟର ଦ୍ୱିତୀୟ ଲହରୀର ପ୍ରଭାବ ଧିରେ ଧିରେ ହ୍ରାସ ପାଉଛି । ପ୍ରାୟ ପାଞ୍ଚ ମାସ ପରେ ଦେଶରେ ସବୁଠୁ କମ୍ ଦୈନିକ ମାମଲା ରିପୋର୍ଟ ହୋଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୨୮,୨୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…