କୁନି ପ୍ରତିଭା ଡି.ହରେକ୍ରିଷ୍ଣା: ବୈଜ୍ଞାନିକ ନାମ ଉଚ୍ଚାରଣରେ ମାଷ୍ଟର

ମାତ୍ର ୧୩୫ ସେକଣ୍ଡରେ ସେ କହିପାରନ୍ତି ୬୫ଟି ବୈଜ୍ଞାନିକ ନାମ। ସେ ଉଦ୍ଭିଦ ହେଉ ବା ପନିପରିବା ଅଥବା ଫଳ, ପକ୍ଷୀ ହୁଅନ୍ତୁ କିମ୍ବା ପଶୁ କିମ୍ବା ସୂକ୍ଷ୍ମ ଜୀବନ୍ତ ପ୍ରାଣୀ, କମ୍ ସମୟରେ ଅଧିକ ଜୀବଧାରୀଙ୍କ ବୈଜ୍ଞାନିକ ନାମ ସେ ଅତି ସହଜରେ କହିପାରନ୍ତି। ସେଥିପାଇଁ ତ ତାଙ୍କ ନାମ ଏବେ ଏସିଆ…

ଧାନବାଦ ଜଜ୍ ହତ୍ୟା ମାମଲା:ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କରିବେ ସିବିଆଇ ତଦନ୍ତର ତଦାରଖ

ନୂଆଦିଲ୍ଲୀ: ଧାନବାଦ୍ ଜଜ୍ ଉତ୍କଳ ଆନନ୍ଦଙ୍କ ହତ୍ୟା ମାମଲାରେ ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରତି ସପ୍ତାହରେ ସିବିଆଇ ତଦନ୍ତର ତଦାରଖ କରିବେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବନ୍ଦ ଲଫାପାରେ ସିବିଆଇର ଷ୍ଟାଟସ୍ ରିପୋର୍ଟ ଯଥେଷ୍ଟ…

କରୋନା ଟିକା ବାଧ୍ୟତାମୂଳକ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ: ଦୁଇ ଡୋଜ୍ ଟିକା ବାଧ୍ୟତାମୂଳକ କରାଯିବାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଆମେ ଦେଖିବୁ ଜନସ୍ୱାସ୍ଥ୍ୟ ତୁଳନାରେ ଜୀବନର ଅଧିକାର କେତେ ଗୁରୁତ୍ଵ ବହନ କରୁଛି । ଏଥିସହ ଏହି…