ଆଜିଠୁ ଏଟିଏମ୍‌ରୁ ଟଙ୍କା ବାହାର କରିବା ହେବ ମହଙ୍ଗା, ଜାଣନ୍ତୁ ନିୟମରେ କଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜିଠୁ (ଅଗଷ୍ଟ ୧) ସାଧାରଣ ଲୋକଙ୍କ ପକେଟ୍ ଓ ଜୀବନକୁ ପ୍ରଭାବିତ କଲାଭଳି କିଛି ପରିବର୍ତ୍ତନ ଲାଗୁ ହୋଇଛି । ବିଭିନ୍ନ ବ୍ୟାଙ୍କ୍ ଏଟିଏମ୍‌ରୁ ଟଙ୍କା ଉଠାଣ ଆଜିଠାରୁ ମହଙ୍ଗା ହୋଇଯିବ । କାରଣ ଦୁଇ ଭିନ୍ନ ବ୍ୟାଙ୍କ୍ ମଧ୍ୟରେ ଟ୍ରାଞ୍ଜାକ୍ସନ୍ ପାଇଁ ଥିବା ଇଣ୍ଟରଚେଞ୍ଜ୍ ଫି’ ବୃଦ୍ଧି…

ସଂସଦରେ ହଙ୍ଗାମା ଯୋଗୁଁ ୧୩୩ କୋଟି କ୍ଷତି, ୧୦୭ ଘଣ୍ଟାରୁ କେବଳ ୧୮ ଘଣ୍ଟା ଚାଲିଛି ଗୃହକାର୍ଯ୍ୟ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଶେଷ ହୋଇଛି । ତେବେ ପେଗାସସ୍ ଗୁଇନ୍ଦାଗିରି କେଳେଙ୍କେରୀକୁ ନେଇ ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ଥମିବାର ନାଁ ନେଉନାହିଁ । ଏଥିଯୋଗୁଁ ଲୋକସଭା ଓ ରାଜ୍ୟସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ସଂସଦର ମୌସୁମୀ ଅଧିବେଶନର ଏପର୍ଯ୍ୟନ୍ତ…

କାଲିଠାରୁ ପୁଣି ଗଡିବ ‘ମୋ ବସ୍‌’

ଭୁବନେଶ୍ୱର- ଆସନ୍ତାକାଲିଠାରୁ ପୁଣି ଗଡିବ ‘ମୋ ବସ୍‌’ । କୋରୋନା କଟକଣା ଯୋଗୁଁ ମୋ ବସ୍ ସେବା ବନ୍ଦ ରହିଥିଲା । ଆସନ୍ତାକାଲି ( ଅଗଷ୍ଟ ୨ ) ଠାରୁ ମୋ ବସ୍ ପୁଣି ଚାଲିବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ –କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି ।…

ପେଗାସସ୍ ମାମଲାର ଗୁରୁବାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତା ଗୁରୁବାର ସୁପ୍ରିମକୋର୍ଟ ପେଗାସସ୍ ଗୁଇନ୍ଦାଗିରି କେଳେଙ୍କେରୀର ସ୍ୱତନ୍ତ୍ର ତଦନ୍ତ ପାଇଁ ହୋଇଥିବା ଆବେଦନର ଶୁଣାଣି କରିବେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନା ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ପେଗାସସ୍…

ବୁଡି ଯାଉଥିବା ଯୁବତୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ସମ୍ବଲପୁର : ମହାନଦୀର ରିଂରୋଡ ସମଲେଶ୍ବରୀ ଘାଟକୁ ଗାଧୋଇବାକୁ ଯାଇ ଫସି ଯାଇଥିବା ଏକ ଯୁବତୀକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଯୁବତୀ ଜଣକ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଫସିଯାଇଥିଲେ । ସେଠାରୁ ଫେରି ନପାରି ଏକ ପଥରକୁ ଧରି ଜୀବନ ବଞ୍ଚାଇ ରହିଥିଲେ । ହୀରାକୁଦର ୪ଗେଟ୍ ଖୋଲାଥିବାରୁ…