ମୌଳିକ ଅଧିକାର ଉଲ୍ଲଂଘନ ନେଇ ଦୁଇବର୍ଷରେ ୭୮୦୦ ଜନସ୍ୱାର୍ଥ ମାମଲା

ନୂଆଦିଲ୍ଲୀ: ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ନେଇ ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟ ଗୁଡିକରେ ୨୦୧୯ରୁ ଏ ଯାଏଁ ୭୮୦୦ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କିଛି ହାଇକୋର୍ଟରେ ଏଭଳି ଜନସ୍ୱାର୍ଥ ମାମଲାର ସ୍ୱତନ୍ତ୍ର ଭାବେ ରେକର୍ଡ ରଖାଯାଉନଥିବା ବେଳେ ଅନ୍ୟ କେତେକ ହାଇକୋର୍ଟରେ…

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କ୍ରିକେଟ୍ ଛାଡ଼ିଲେ ଷ୍ଟୋକ୍ସ, ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବି ଓହରିଲେ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କ୍ରିକେଟରୁ ହଠାତ ଅନିର୍ଦ୍ଦିଷ୍ଟ କାଳ ବିରତି ନେବାକୁ ଘୋଷଣା କରିଛନ୍ତି । ନିଜ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଷ୍ଟୋକ୍ସ କହିଛନ୍ତି । ଅଗଷ୍ଟ ୪ରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ପାଞ୍ଚ…

ଭାରତକୁ ମିଳିଲା ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା, ଫ୍ରାନ୍ସ ଓ ଋଷ୍‌ର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି । ଜାତିସଂଘ ସୁରକ୍ଷା ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ଭାବେ ଭାରତକୁ ପ୍ରଥମ ଥର ଅଧ୍ୟକ୍ଷତା ପଦ ମିଳିଛି । ଭାରତ ଅଗଷ୍ଟ ମାସ ପାଇଁ ଏହି ପଦ ସମ୍ଭାଳିବ । ଜାତିସଂଘର ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦର…