ଦିଲ୍ଲୀରେ ଆଜିଠାରୁ ଖୋଲିବ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଓ ସ୍ପା; ଶତ ପ୍ରତିଶତ କ୍ଷମତା ସହ ଚାଲିବ ମେଟ୍ରୋ

ନୂଆଦିଲ୍ଲୀ: ହ୍ରାସ ପାଉଥିବା କରୋନା ସଂକ୍ରମଣ ମଧ୍ୟରେ ଆଜିଠାରୁ ଦିଲ୍ଲୀରେ ଅନଲକ୍-୮ ଲାଗୁ ହେବ। ଅନଲକ୍ ର ଏହି ପର୍ଯ୍ୟାୟରେ ୩ ମାସରୁ ଅଧିକ ସମୟ ଧରି ବନ୍ଦ ଥିବା ସିନେମା ହଲ୍ ଏବଂ ସ୍ପା ଗୁଡ଼ିକୁ ବଡ଼ ଆଶ୍ବସ୍ତି ମିଳିଛି | ଅନଲକ୍-୮ ଅଧୀନରେ ସର୍ତ୍ତ ସହିତ ସିନେମା ହଲ୍ ଏବଂ ସ୍ପା ଖୋଲିବାକୁ…

କରୋନା ଅପଡେଟ୍: ଦେଶରେ ୩୯,୩୬୧ ନୂଆ ମାମଲା, ୪୧୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ସଂକ୍ରମଣର ଗତି କ୍ରମାଗତ ଭାବରେ ଶିଥିଳ ପଡିବାରେ ଲାଗିଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ୪୦ ହଜାରରୁ କମ୍ ମାମଲା ରୁଜୁ ହୋଇଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୯,୩୬୧ ନୂଆ କରୋନା ମାମଲା ଚିହ୍ନଟ…

ଅଲିମ୍ପିକ୍ସ ଫ୍ଲାସବ୍ୟାକ୍ – (୨୦୦୪ -୨୦୧୬ )

ବିଜନ କୁମାର ମହାପାତ୍ର ନ୍ୟୁଜରୁମ ଓଡିଶାର ସ୍ୱତନ୍ତ୍ର ଅଲିମ୍ପିକ୍ସ ଉପସ୍ଥାପନାରେ ଆଜି ଆମେ ୨୦୦୪ ରୁ ୨୦୧୬ ଯାଏଁ ଆୟୋଜିତ ଅଲିମ୍ପିକ କ୍ରୀଡା ଉପରେ ନଜର ପକାଇବା । ୨୦୦୪ –ଏଥେନସ ଅଲିମ୍ପିକ୍ସ ୨୦୦୪ରେ ଜନ୍ମସ୍ଥଳ ଗ୍ରୀସକୁ ଫେରିଥିଲା ଅଲିମ୍ପିକ୍ସ । ଏଥେନସରେ ଆୟୋଜିତ ହୋଇଥିଲା…

ଅସିତ୍ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ: ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳ ପରିଦର୍ଶନ କରିଛନ୍ତି । ଏଥି ସହିତ ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ…

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ପୁରୁଷ ହକି ଦଳର ଶୋଚନୀୟ ପରାଜୟ, ଅଷ୍ଟ୍ରେଲିଆ ଠାରୁ ୭-୧ରେ ହାରିଲା

ଟୋକିଓ: ଅଲିମ୍ପିକ୍ସର ପୁଲ୍ 'ଏ' ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ଠାରୁ ୭-୧ରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଅଲିମ୍ପିକ୍ସର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା, କିନ୍ତୁ ଏହି ମ୍ୟାଚରେ ଦଳ ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରଛି । ଅଷ୍ଟ୍ରେଲିଆ ପାଇଁ…