ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସମର୍ଥକଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜନୀତି ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୟେଦିୟୁରପ୍ପା ତାଙ୍କ ପଦ ଛାଡି ପାରନ୍ତି ବୋଲି ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା ​​। ରାଜ୍ୟରେ ସୋମବାର ବିଜେପି…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ଆସନ୍ତା ମାସରୁ ଆରମ୍ଭ ହୋଇପାରେ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରୀ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହେବାର ଭୟ ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଆସିଛି | ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି ଯେ ଆସନ୍ତା ମାସରୁ ପିଲାମାନଙ୍କ ପାଇଁ କରୋନା ଟିକା ଉପଲବ୍ଧ ହୋଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଙ୍ଗଳବାର…

ପର୍ଣ୍ଣ ଫିଲ୍ମ ରାକେଟ୍: ଜେଲ୍ ଗଲେ ରାଜ କୁନ୍ଦ୍ରା

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ରାକେଟ୍ ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇ ରାତିରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର…

ଭବାନୀକାନ୍ତ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନିଯୁକ୍ତ

ଭୁବନେଶ୍ବର: ଏକ ପରିବର୍ତ୍ତିତ ନିର୍ଦ୍ଦେଶାମାରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାପତି ଭବାନୀକାନ୍ତ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଯୁବ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ଦଳର…

ସଂସଦରେ ଅଚଳାବସ୍ଥା ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବିଜେପି ସଂସଦୀୟ ଦଳର ନେତାଙ୍କ ସହ ଏକ ବୈଠକ କରିଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ଅଚଳାବସ୍ଥା ନେଇ ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯେତେବେଳେ କୋରୋନା ଉପରେ ବୈଠକ ଡକାଯାଇଥିଲା, କଂଗ୍ରେସ…

ରାଜ୍ୟରେ ସଂକ୍ରମଣ ସ୍ଥିତି ତଳ-ଉପର , ସଂକ୍ରମଣ ଅଧିକ ଯୋଗୁଁ ଭୁବନେଶ୍ୱରରେ ସର୍ଭିଲାନ୍ସ ବୃଦ୍ଧି : ଡିଏମଇଟି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସ୍ଥିତି ନେଇ ଡିଏମଇଟି ସିବେକେ ମହାନ୍ତି କହିଛନ୍ତି ଯେ, ସଂକ୍ରମଣ ତଳ-ଉପର ହେଉଛି । ଅଧିକ ସଂକ୍ରମଣ ଯେଉଁଠି ରହୁଛି, ସେଠାରେ ଫୋକସ ଦିଆଯାଉଛି । ଭୁବନେଶ୍ୱରରେ ଯାତାୟତ ଅଧିକ ରହୁଥିବାରୁ ଏଠାରେ ସଂକ୍ରମଣ ଅଧିକ ରହୁଛି । ତେଣୁ ଭୁବନେଶ୍ୱରରେ ସର୍ଭିଲାନ୍ସ…