ବିସ୍ମୟ ବାଳକ ଆରବ
ବୟସ ମାତ୍ର ସାଢେ ୪ ବର୍ଷ। ବ୍ରହ୍ମପୁର ସହରର ଏକ ଇଁରାଜୀ ମାଧ୍ୟମ ବିଦ୍ୟାଳୟରେ ଏଲକେଜି ଷ୍ଟାଣ୍ଡାର୍ଡର ଛାତ୍ର ସେ। ଯେଉଁ ବୟସରେ ଅନ୍ୟ ପିଲାଏ ଇଁରାଜୀ ଲେଖାପଢ଼ା ଆରମ୍ଭ କରନ୍ତି ସେହି ବୟସରେ କିନ୍ତୁ ଏହି ଛୁଆ ଜଣକ ଇଁରାଜୀ ନିର୍ଭୁଲ ଭାବେ ଲେଖି ପଢି ପାରୁଛନ୍ତି। ୧ରୁ ୧୦୦ ହେଉ ଅବା ୧୦୦ରୁ ୧…