ପେଗାସସ୍ କେଳେଙ୍କେରୀ ନେଇ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲୋକସଭା ମୁଲତବୀ, ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିବା ସାଂସଦ…

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀ, ଦରବୃଦ୍ଧି ଏବଂ କୃଷି ଆଇନ ପ୍ରସଙ୍ଗରେ ସଂସଦରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଲୋକସଭାରେ ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଛନ୍ତି ଏବଂ 'ଖେଲୋ ହୋବେ' ସ୍ଲୋଗାନ ଦେଇଛନ୍ତି। ଏହି କାରଣରୁ ଗୃହକାର୍ଯ୍ୟ ପ୍ରଥମେ ଅପରାହ୍ନ ୧୨:୩୦…

କୋରାପୁଟରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

କୋରାପୁଟ – କୋରାପୁଟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ସହିଦ ଲକ୍ଷ୍‌ମଣ ନାୟକ ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ସଚିବ । ଅକ୍ସିଜେନ ପ୍ଲାଂଟ୍ ନିର୍ମାଣ…

ବ୍ୟାଡମିଣ୍ଟନ କିମ୍ବଦନ୍ତୀ ନନ୍ଦୁ ନାଟେକରଙ୍କ ପରଲୋକ

ପୁଣେ: ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ନନ୍ଦୁ ନାଟେକର ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ୧୯୫୬ରେ ଏକ ଆନ୍ତର୍ଜାତୀୟ ଟାଇଟଲ୍ ଜିତିଥିଲେ | ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ…

‘ଜୀବନ ଶାଶ୍ୱତ ଓ ଅମୃତମୟ’: କଥାକାର ରାମଚନ୍ଦ୍ର ବେହେରା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅତିବଡ଼ୀ…

ଭୁବନେଶ୍ବର: ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ବତ ସାଧକ ଡ.ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ସଂସ୍କୃତି ଭବନଠାରେ ନିରାଡମ୍ବର ଭାବେ ଆୟୋଜିତ…

ପର୍ନ ଫିଲ୍ମ ମାମଲାରେ କୁନ୍ଦ୍ରାଙ୍କୁ ଆଉ ଏକ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇଥିବା ରାଜ୍ କୁନ୍ଦ୍ରାଙ୍କୁ ଆଉ ଏକ ଝଟକା ଲାଗିଛି । ବୁଧବାର ମୁମ୍ବାଇର ଏକ କୋର୍ଟ ରାଜ କୁନ୍ଦ୍ରା ଏବଂ ରିଆନ୍ ଥର୍ପେଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ମଙ୍ଗଳବାର ଦିନ ମାଜିଷ୍ଟ୍ରେଟ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନ…

କେବେ ଆସିବ କୋରୋନାର ତୃତୀୟ ଲହରୀ ?

ଭୁବନେଶ୍ୱର- ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଆସିବ କୋରୋନାର ତୃତୀୟ ଲହରୀ । ତେବେ ସରକାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ଦ୍ୱିତୀୟ…

ଲୋକଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜେଲରେ ରଖାଯାଇପାରିବ ନାହିଁ, ଭଁଓ୍ବରୀ ଦେବୀ ହତ୍ୟା ମାମଲାରେ ସିବିଆଇକୁ…

ନୂଆଦିଲ୍ଲୀ: ଠିକ୍ ସମୟରେ ମାମଲା ଶେଷ କରିବାରେ ସିବିଆଇର ଅକ୍ଷମତା ଯୋଗୁ ଲୋକଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜେଲରେ ରଖାଯାଇପାରିବ ନାହିଁ । ଲୋକଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ମୂଲ୍ୟ ଅଛି । ୨୦୧୧ର ବହୁ ଚର୍ଚ୍ଚିତ ଭଁୱରୀ ଦେବୀ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ଏଭଳି…