ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଆଉ ୬ ହାଇସ୍କୁଲ ସାମିଲ, ଜିଲ୍ଲାପାଳ ଓ ଛାତ୍ରଛାତ୍ରୀଙ୍କ ସହ…

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଜି ଆଉ ୬ଟି ହାଇସ୍କୁଲକୁ ସାମିଲ କରାଯାଇଛି । ପୂର୍ବରୁ ୩୨ ହାଇସ୍କୁଲ ଏଥିରେ ସାମିଲ ଥିଲା । ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଆଉ ୬ଟି ହାଇସ୍କୁଲକୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି । ଏହି ଅବସରରେ…

ବକେୟା ସବସିଡି ପ୍ରଦାନ ଓ ଚାଉଳ କିଣିବା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ

ନୂଆଦିଲ୍ଲୀ - ବିଭିନ୍ନ ଦାବି ନେଇ କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ । ବକେୟା ସବସିଡି ପ୍ରଦାନ ଓ ଚାଉଳ କିଣିବା ପ୍ରସଙ୍ଗରେ ବିଜେଡି ସଂସଦୀୟ ଦଳ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବକେୟା ଖାଦ୍ୟ ରିହାତି,…

ସୌମ୍ୟଙ୍କ ବିରୋଧରେ ପରକୀୟା ପ୍ରୀତିର ଅଭିଯୋଗ ଆଣିଲେ ପତ୍ନୀ ବିଦ୍ୟାଭାରତୀ, ଶ୍ୱଶ୍ୱର କିନ୍ତୁ କହିଲେ ଜ୍ୱାଇଁ ଥିଲେ…

ଉଦଳା- ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ-ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତ ଜୋରଦାର ହୋଇଥିବା ବେଳେ ପ୍ରତିଦିନ ନୂଆ ନୂଆ ଅଭିଯୋଗ ପ୍ରତି ଅଭିଯୋଗ ଶୁଣିବାକୁ ମିଳୁଛି । ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭାରତୀ ଓ ଶ୍ୱଶୁର ଶ୍ରୀହରି ପଣ୍ଡା ମୁହଁ…

ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ରଥଟଣା , ଛେରାପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ- ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା । କଡା କୋଭିଡ କଟକଣାରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଳନ ହେଉଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ରଥଟଣା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଗୋଟି ପହଣ୍ଡିରେ ନାକଚଣା ଦ୍ୱାର ଦେଇ ଶ୍ରୀସୁଦର୍ଶନ, ପ୍ରଭୁ ବଳବଦ୍ର, ଦେବୀ ସୁଭଦ୍ରା ଓ…

ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ ଇଂଜିନିୟରିଂ ସ୍କୁଲ ଅଧ୍ୟକ୍ଷ

ଝାରସୁଗୁଡା –ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲକୁ ଆସିଛନ୍ତି ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟ । ଝାରସୁଗୁଡା ସ୍ଥିତ ତାଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳିନ ଚଢାଉ କରିଛି ଭିଜିଲାନ୍ସ । ଏଲଏନ କଲେଜ ପାଖ ବାସଭବନ ସମେତ ଆଉ…

୧୨୫ ଦିନ ପରେ ଦେଶରେ କମ୍ ସଂଖ୍ୟକ ଦୈନିକ ସଂକ୍ରମଣ ରେକର୍ଡ, ୩୦, ୦୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭୪ ମୃତ

ନୂଆଦିଲ୍ଲୀ - ଦେଶରେ ୧୨୫ ଦିନ ପରେ କମ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକରେ ସାରାଦେଶରେ ଚିହ୍ନଟ ହୋଇଛନ୍ତି ୩୦ ହଜାର ୯୩ କୋରୋନା ପଜିିଟିଭ । ଏଥସହିତ ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ କୋଟି ୧୧ ଲକ୍ଷ ୭୪ ହଜାର ୩୨୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୪୫ ହଜାର…

ଅଶ୍ଳୀଳ ଫିଲ୍ମ ରାକେଟ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ଗିରଫ

ମୁମ୍ବାଇ - ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଂଚ । ପର୍ଣ୍ଣୋଗ୍ରାଫି ରାକେଟ୍ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ରାଜ କୁନ୍ଦ୍ରାଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ଏହି ବର୍ଷ ଫେବ୍ରୁଆରୀ ମାସରେ ଅଶ୍ଳୀଳ ଫିଲ୍ମ…

ରାଜ୍ୟରେ ଆଉ ୫୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଆଉ ୫୬ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯, ସୁନ୍ଦରଗଡରୁ ୮, ବରଗଡ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…