ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିରରୁ ୩୪୯ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର: ଆଜି ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ଆନୁକୁଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ସମୁଦାୟ ୩୪୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ସେଥିମଧ୍ୟରୁ ଭୁବନେଶ୍ବରରେ ୨ ଟି ସ୍ଥାନରେ ଯଥା ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଏବଂ ୟୁନିଟ୍ ୩ ସ୍ଥିତ କାଳୀ…

ରାଜ୍ୟର ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ୪ଟି ଜିଲ୍ଲାରେ ସୃଷ୍ଟି ହୋଇପାରେ ସମସ୍ୟା

ଭୁବନେଶ୍ୱର- ରାଜ୍ୟରେ ଏ ବର୍ଷ ଠିକ୍ ସମୟରେ ମୌସୁମୀ ବାୟୁ ପ୍ରବେଶ କରିଥିଲେ ମଧ୍ୟ ଏ ଯାଏ ଆଶାନରୂପକ ବର୍ଷା ହୋଇନାହିଁ । ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ…

ଏ ବର୍ଷ ବି ବୋଲବମ ଉପରେ କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର- ଏଥର ବି ରାଜ୍ୟରେ ବୋଲବମ୍ ମନା । କୋରୋନା ସଂକ୍ରମଣ ପାଇଁ ଏ ବର୍ଷ ମଧ୍ୟ ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଶ୍ରାବଣ ମାସ ପାଇଁ କାଉଡିଆଙ୍କ ଉପରେ କଟକଣା ଜାରି କରାଯାଇଛି ।…

ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ନିଜ ଦଳକୁ ଅଡୁଆରେ ପକାଇଦେଲେ ବିଜେପି ସଭାପତି : ବିଜେଡି

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ୍ ଦରବୃଦ୍ଧି ପ୍ରସଙ୍ଗ ଉଠାଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଦୁର୍ଭାଗ୍ୟବଶତଃ ନିଜ ଦଳକୁ ଅଡୁଆରେ ପକାଇ ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲ ସମେତ ସାଧାରଣ ଖାଉଟି ସାମଗ୍ରୀର ଆକାଶଛୁଆଁ ବୃଦ୍ଧି ହେତୁ ସାଧାରଣ ଲୋକେ ତାଙ୍କ ଦଳ ଉପରେ…

ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍, ଦାଦାଙ୍କ ଭୂମିକାରେ ନଜର ଆସିପାରନ୍ତି ଏହି ଅଭିନେତା

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର, ଏମ୍ଏସ୍ ଧୋନି ଏବଂ ମହମ୍ମଦ ଅଜହରୁଦ୍ଦିନଙ୍କ ପରେ ଭାରତର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ବାୟୋପିକ୍ । ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ ଏଥିପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଗାଙ୍ଗୁଲି ହେଉଛନ୍ତି ଚତୁର୍ଥ…

ରିଲିଜ୍ ହେଲା ‘ମିମି’ ଟ୍ରେଲର୍, ସରୋଗେଟ୍ ମା’ ଭୂମିକାରେ କ୍ରିତି ସାନନ

ନୂଆଦିଲ୍ଲୀ: କ୍ରିତି ସାନନ ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ 'ମିମି'ର ଟ୍ରେଲର୍ ରିଲିଜ ହୋଇଛି। ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏହି ଫିଲ୍ମକୁ ଅପେକ୍ଷା କରି ରହିଥିଲେ। ଏହା ଏକ ପାରିବାରିକ ମନୋରଞ୍ଜନ ଚଳଚ୍ଚିତ୍ର ଯେଉଁଥିରେ ଏକ ସରୋଗେଟ୍ ମା'ର କାହାଣୀ ପ୍ରଦର୍ଶିତ ହୋଇଛି | ଟ୍ରେଲରରେ…