ରାଜ୍ୟରେ କୋରୋନା ଗ୍ରାଫ୍ ନିମ୍ନଗାମୀ, ଲଗାତର ତୃତୀୟ ଦିନରେ ଦୈନିକ ସଂକ୍ରମଣ ୩ ହଜାର ତଳେ
ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଖସିବାରେ ଲାଗିଛି । ଲଗାତର ତୃତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ତିନି ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ ହଜାର ୮୦୩ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୫୯୭ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୦୬ ଚିହ୍ନଟ…