ଭିଜିଲାନ୍ସ ଜାଲରେ ଖୋଦ୍ ଭିଜିଲାନ୍ସ ପିପି

ଭବାନୀପାଟଣା – ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଖୋଦ୍ ଭିଜିଲାନ୍ସ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର । ଗୋଟିଏ ପୁରୁଣା ମାମଲା ରଫାଦଫା କରିବା ପାଇଁ ଲାଂଚ ଗ୍ରହଣ କରୁଥିବା ବେଳେ କଟକର ସ୍ୱତନ୍ତ୍ର ଭିିଜିଲାନ୍ସ ଟିମ୍ ଆଶୁତୋଷ ମିଶ୍ରଙ୍କୁ ଧରିିଛି । ମିଳିଥିବା ସୂଚନା ଅନୁସାରେ ମହୁଲପାଟଣା…

ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି ସହ ରତ୍ନସିଂହାସନର କରାଯିବ ଡକ୍ୟୁମେଂଟେସନ

ପୁରୀ – ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସହ ରତ୍ନସିଂହାସନର ଡକ୍ୟୁମେଂଟେସନ କରାଯିବ । ଲେଜର ସ୍କାନିଂ ସାହାଯ୍ୟରେ ଏହାକୁ ରେକର୍ଡ କରି ରଖାଯିବ । ଲେଜର ସ୍କାନିଂ କରାଗଲେ ରତ୍ନସିଂହାସନର ଅବସ୍ଥା ସଂପର୍କରେ ଜଣାପଡିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ…

ବଡଦାଣ୍ଡରେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ ଭକ୍ତ , ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କଲା ଶ୍ରୀମନ୍ଦିର…

ପୁରୀ - ପୁରୀ ବଡଦାଣ୍ଡରେ ଥିବା ଛାତ ଉପରୁ ଭକ୍ତ ରଥଯାତ୍ରା ଦେଖିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଏ ନେଇ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ପ୍ରଶାସନ । ଖୁଂଟିଆ ନିଯୋଗ ସହ ପୁରୀ ଜିଲ୍ଲାପାଳଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏଣେ ଆଜି ଅପରାହ୍ନ ସାଢେ ୪ଟାରେ…

କୋରୋନାରେ ଆଉ ୪୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ଥମିବାର ନା ନେଉନାହିଁ । ଦିନକରେ ମହାମାରୀ ନେଇଛି ଆଉ ୪୫ ଜଣଙ୍କ ଜୀବନ । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୪ ହଜାର ୧୫୪କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରୁ ୫ ସମେତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ରୋଗୀ ପ୍ରାଣ ହରାଇଛନ୍ତି । ବରଗଡ ଓ କଟକ…

ଭଣଜାର ଶବ ଦେଖି ହୃଦଘାତରେ ମାମୁର ଜୀବନ ଗଲା

ଆନ୍ଧ୍ରପ୍ରଦେଶ/ବ୍ରହ୍ମପୁର:  ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀର ଏକ କନଷ୍ଟ୍ରକସନ୍ କାରଖାନାରେ ଭଣଜା ଓ ମାମୁଙ୍କ ଦୁଖଦ ମୃତ୍ୟୁ ଘଟିଛି। ମୃତ ଭଣଜା ପାତ୍ରପୁର ବ୍ଲକ୍ କନିରିଡା ଗ୍ରାମର ଶିବ ନାଇକ। ତାଙ୍କ ମାମୁ ହେଲେ ଷୋଳଭାଗପେଣ୍ଠ ଗ୍ରାମର ପର୍ଶୁରାମ ନାଇକ। ଶୁକ୍ରବାର ଅପରାହ୍ନରେ କାମ…

ମୋଦି-ମାକ୍ରୋନଙ୍କୁ ଝଟ୍‌କା, ରାଫେଲ ଡିଲ୍‌ର ତଦନ୍ତ କରିିବେ ଫ୍ରେଞ୍ଚ୍ ଜଜ୍‌

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ରାଫେଲ୍ ଡିଲ୍ । ଏହି ବିବାଦୀୟ ଡିଲ୍‌ରେ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ଏବେ ତଦନ୍ତ କରିବ ଫ୍ରାନ୍ସ । ଫ୍ରାନ୍ସର ସରକାରୀ ପ୍ରବର୍ତ୍ତର୍ନ ବିଭାଗ (ପିଏନ୍‌ଏଫ୍‌)ର ଅର୍ଥନୈତିକ ଶାଖା ଏହି ଡିଲ୍‌ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଜଣେ ଜଜ୍‌ଙ୍କ…

ରାଜ୍ୟରେ ୨୯୧୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଉପକୂଳରେ ସ୍ଥିତି ଅପରିବର୍ତ୍ତିତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ହଜାର ୯୧୭ ରୋଗୀ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୬୭୭ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଦାର ୨୬କୁ ବୃଦ୍ଧି ପାଇଛି । ୮ ଲକ୍ଷ ୮୪ ହଜାର ୨୬୨…

କୋଭାକ୍ସିନ ଟିକା ୭୭.୮% ପ୍ରଭାବଶାଳୀ, ଡେଲଟା ଭାରିଆଣ୍ଟକୁ ରୋକିବାରେ ବି ସକ୍ଷମ

ନୂଆଦିଲ୍ଲୀ: ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଭାରତ ବାୟୋଟେକ୍ ଏହାର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣର ଚୂଡାନ୍ତ ତଥ୍ୟ ପ୍ରକାଶ କରିଛି। ଏହି ସ୍ବଦେଶୀ ଟିକା କରୋନା ବିରୋଧରେ ୭୭.୮% ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି | ଡେଲଟା ଭାରିଆଣ୍ଟ ଉପରେ ମଧ୍ୟ…

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରଥ ସିଂ ରାୱତ, ଆଜି ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ

ଡେରାଡୁନ୍:ଦାୟିତ୍ବ ଗ୍ରହଣ କରିବାର ମାତ୍ର ୪ ମାସ ପରେ ତୀରଥ ସିଂ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ରାଜ୍ୟ ୟୁନିଟ୍ ଶନିବାର ଦିନ ରାଜ୍ୟ ପାର୍ଟି ମୁଖ୍ୟାଳୟରେ ଏହାର ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ରାଜ୍ୟର…

କରୋନା ଅପଡେଟ୍: ଦେଶରେ ଆଉ ୪୪,୧୧୧ ନୂଆ ଆକ୍ରାନ୍ତ, ପାଞ୍ଚ ଲକ୍ଷ ତଳକୁ ଖସିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଙ୍କଟ ଏପର୍ଯ୍ୟନ୍ତ ଟଳି ନାହିଁ। ଏବେ ବି ଦୈନିକ ପ୍ରାୟ ୫୦ ହଜାର ନୂଆ ମାମଲା ଆସୁଛି | ତେବେ ଜୁନ୍ ୨୭ ଠାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ କମ୍ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୪,୧୧୧ଟି ନୂଆ…