ସେରମ୍କୁ ଝଟ୍କା, ପିଲାଙ୍କ ଉପରେ କୋଭାଭାକ୍ସ ଟିକାର ଟ୍ରାଏଲ ପାଇଁ ମିଳିଲାନି ଅନୁମତି
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନ୍ଷ୍ଟିଚ୍ୟୁଟ୍କୁ ଝଟ୍କା ଲାଗିଛି । ୨-୧୭ ବୟସର ପିଲାଙ୍କ ଉପରେ କୋଭାଭାକ୍ସ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ସେରମ୍କୁ ଅନୁମତି ଦେବା ବିରୋଧରେ ସୁପାରିସ କରିଛି ସରକରୀ ପ୍ୟାନେଲ ।…