ସ୍ପଷ୍ଟ କଲା ଆଇସିସି, ୟୁଏଇ ଓ ଓମାନରେ ହେବ ଟି୨୦ ବିଶ୍ୱକପ, ଅକ୍ଟୋବର ୧୭ରୁ ହେବ ଆରମ୍ଭ

ଦୁବାଇ: ଟି୨୦ ବିଶ୍ୱକପ୍ ଭାରତରୁ ସ୍ଥାନାନ୍ତର ହୋଇଥିବା ନେଇ ସ୍ପଷ୍ଟ କରିଛି ଆଇସିସି । ଏହି ମେଗା ଇଭେଣ୍ଟ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଯାଏଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଅନୁଷ୍ଠିତ ହେବ । ଭାରତରେ କରୋନା ସ୍ଥିତି ଯୋଗୁଁ ଟି୨୦ ବିଶ୍ୱକପକୁ ଏହି ଦୁଇ ଗଲ୍ଫ ରାଷ୍ଟ୍ରକୁ…

ମଡେର୍ଣ୍ଣା ଟିକାର ଆମଦାନୀ ପାଇଁ ଅନୁମତି ଦେଲେ ଭାରତୀୟ ଔଷଧ ନିୟନ୍ତ୍ରକ

ନୂଆଦିଲ୍ଲୀ: ଭାରତକୁ ଖୁବ୍ ଶୀଘ୍ର ଆଉ ଏକ କରୋନା ଟିକା ମିଳିବ। ଆଜି ଭାରତୀୟ ଔଷଧ ନିୟନ୍ତ୍ରକ ଡିସିଜିଆଇ ଭାରତରେ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ମଡେର୍ଣ୍ଣାର କୋଭିଡ-୧୯ ଟିକା ଆମଦାନୀ କରିବାକୁ ସିପଲାକୁ ଅନୁମତି ଦେଇଛନ୍ତି। ଏହି ଟିକା ଆମଦାନୀ କରିବାକୁ ଅନୁମତି ଲୋଡି ସିପଲା ସୋମବାର…

ଚାରିଧାମ ଯାତ୍ରା ସ୍ଥଗିତ ରଖିଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ୍: ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ଉତ୍ତରପ୍ରଦେଶ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାରିଧାମ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ଏଥିପାଇଁ ସରକାର ଏକ ସଂଶୋଧିତ ଏସ୍ଓପି ଜାରି କରିଛନ୍ତି। ଏହାପୂର୍ବରୁ ହାଇକୋର୍ଟଙ୍କ କଟକଣା ସତ୍ତ୍ୱେ ଉତ୍ତରାଖଣ୍ଡ ସରକାର ଚାରିଧାମ…

ଏମ୍ସ ଅଧ୍ୟୟନରେ ଖୁଲାସା: ବୟସ୍କଙ୍କ ଅପେକ୍ଷା କରୋନାରେ ୫୦ ବର୍ଷରୁ କମ୍ ଲୋକଙ୍କ ମୃତ୍ୟୁସଂଖ୍ୟା ଅଧିକ

ନୂଆଦିଲ୍ଲୀ: କରୋନା ଜନିତ ମୃତ୍ୟୁ ନେଇ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ଏକ ନୂତନ ଅଧ୍ୟୟନରେ ଆଶ୍ଚର୍ଯ୍ୟ ଜନକ ଖୁଲାସା ହୋଇଛି । ଏହି ଅଧ୍ୟୟନରୁ ଜଣାପଡିଛି ଯେ ୬୫ ବର୍ଷରୁ କମ୍ ଲୋକଙ୍କ ଅପେକ୍ଷା କୋଭିଡ-୧୯ରେ ୫୦ ବର୍ଷରୁ କମ୍ ଲୋକଙ୍କ ମୃତ୍ୟୁସଂଖ୍ୟା ଅଧିକ…

ଜୁଲାଇ ୧୯ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦୀୟ ବ୍ୟାପାର କମିଟି (ସିସିପିଏ) ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ପାଇଁ ସୁପାରିଶ କରିଛି। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ୨୦ଟି ବୈଠକ ହେବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ। ସାଧାରଣତଃ ସଂସଦର ମୌସୁମୀ…

ରାଜ୍ୟର ୮ ଜିଲ୍ଲାରେ ସୁନା ହଲମାର୍କିଂ ବାଧ୍ୟତାମୂଳକ ହେଲା

ଭୁବନେଶ୍ୱର- ରାଜ୍ୟର ୮ଟି ଜିଲ୍ଲାରେ ସୁନା ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ସମ୍ବଲପୁରରେ ସୁନା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । କେବଳ ୧୪, ୧୮ ଓ ୨୨ କ୍ୟାରେଟ୍ ସୁନା ବିକିପାରିବେ ଦୋକାନୀ । ତେବେ, ୨୦,…

ଭାରତରେ ଜରୁରୀ ବ୍ୟବହାର ପାଇଁ ମଡେର୍ଣ୍ଣା ଟିକାକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଆମେରିକୀୟ ଔଷଧ ନିର୍ମାତା ମଡେର୍ଣ୍ଣାର କୋଭିଡ୍ ଟିକାକୁ ଖୁବଶୀଘ୍ର ଅନୁମତି ମିଳିବା ସମ୍ଭାବନା ରହିଛି । ମଡେର୍ଣ୍ଣା ଏନେଇ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଡିସିଜିଆଇଙ୍କ ନିକଟରେ ଆବେଦନ କରିଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ…

ମ୍ୟାଟ୍ରିକ ମୂଲ୍ୟାୟନ ନେଇ ଅସନ୍ତୋଷ ପରେ ସ୍ପଷ୍ଟୀକରଣ ରଖିଲା ବୋର୍ଡ, ଜୁଲାଇରେ ହେବ ଅଫଲାଇନ ଇଂପ୍ରୁଭମେଂଟ ପରୀକ୍ଷା

ଭୁବନେଶ୍ୱର- ମ୍ୟାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ୍ୱ ଦୂର ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି । ନିର୍ଦ୍ଦିଷ୍ଟ କିଛିସ୍କୁଲରୁ ଆସିଥିବା ଅଭିଯୋଗ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସ୍ପଷ୍ଟୀକରଣ ଦେଇଛନ୍ତି । କିଛି ସ୍କୁଲ୍ କିପରି ନମ୍ବର…