ନକଲି ଟିକା ନେବା ପରେ ବିଗିଡ଼ିଲା ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟାବସ୍ଥା

କୋଲକାତା: ନକଲି ଟିକା ଦିଆଯିବାର ଚାରି ଦିନ ପରେ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। କିଛି ଦିନ ତଳେ ସେ ଏକ ନକଲି ଟୀକାକରଣ ଶିବିରର ଶିକାର ହୋଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ…

‘ବିଶେଷ ଘାତକ ନୁହେଁ ଡେଲଟା ପ୍ଲସ ଭେରିଆଂଟ’

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ ଭେରିଆଂଟ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି ଏହି ଭେରିଆଂଟ୍ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାଆନ୍ତା, ତାହା ହେଲେ ଦେବଗଡ ଜିଲ୍ଲାକୁ ଏହା ବ୍ୟାପି ଯାଇଥାଆନ୍ତା ।…

ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ସ୍ୱତନ୍ତ୍ର ଷ୍ଟ୍ରାଟେଜି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାଗୁଡିକରେ ସ୍ୱତନ୍ତ୍ର କୌଶଳ ଆପଣାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳମୁହାଁ ହେଉନାହିଁ ବୋଲି ସେ କହିଛନ୍ତି । ଭୁବନେଶ୍ୱରରେ ସଂକ୍ରମଣ ବଢିବା ପାଇଁ…

ପୂର୍ବତନ ବିଧାୟିକା ଚନ୍ଦ୍ରମା ସାଉନ୍ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାଉନ୍ତାଙ୍କ ପରଲୋକ ହୋଇଯାଇଛି । ସାଉନ୍ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନ ପ୍ରତିନିଧି ଭାବେ ସ୍ୱର୍ଗତଃ ନେତ୍ରୀଙ୍କ କାର୍ଯ୍ୟ ସର୍ବଦା ତାଙ୍କୁ ସ୍ମରଣୀୟ କରି…

CM Grieves Death of Former Pottangi MLA Chandrama Santa

Bhubaneswar: Odisha Chief Minister Naveen Patnaik has condoled the demise of tribal leader and former Pottangi MLA Chandrama Santa. ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାଉନ୍ତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନ…

ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଗୋପାଳପୁରର ଉଠା ଦୋକାନୀ

ବ୍ରହ୍ମପୁର – କୋଭିଡ ମହାମାରୀ ସମୟରେ ସେମାନଙ୍କୁ ଆର୍ଥିକ ସହାୟତାର ହାତ ବଢାଇଥିବାରୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଜ୍ଞପିତ ଅଂଚଳ ପରିଷଦର ଉଠାଦୋକାନୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ମହାମାରୀ ଯୋଗୁଁ ଜାରି ଲକଡାଉନ ଦ୍ୱାରା ଉଠାଦୋକାନୀଙ୍କ…

ତୃତୀୟ ଲହରୀ ପ୍ରକୋପ କମ୍ ରହିବ: ଆଇସିଏମ୍‌ଆର ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହରୀ ଆସିବା ଥୟ । ହେଲେ ଦ୍ୱିତୀୟ ଲହରୀ ଭଳି ତୃତୀୟ ଲହରୀର ପ୍ରକୋପ ଏତେ ଭୀଷଣ ହେବ ନାହିଁ । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମଆର) ଏବଂ ଲଣ୍ଡନର ଇମ୍ପେରିଆଲ କଲେଜର ମିଳିତ ଗବେଷଣାରେ ଏଭଳି ପୂର୍ବାନୁମାନ କରାଯାଇଛି । ଯଦି ଅଧିକ…

କୃଷି ଅଧିକାରୀ ରାମଚନ୍ଦ୍ରଙ୍କ ନିଆରା ପ୍ରୟାସ

ସମ୍ବଲପୁର : ଚିଠି ଲେଖୁଛନ୍ତି ରାମଚନ୍ଦ୍ର । ଏ ରାମଚନ୍ଦ୍ର କୌଣସି ରାମାୟଣ କାହାଣୀର ନୁହନ୍ତି । ବରଂ ଜଣେ ଦାୟିତ୍ବବାନ କୃଷି ଅଧିକାରୀ । ନିଜ ଚାକିରି ଜୀବନର ଦୀର୍ଘ ୩୫ ବର୍ଷର ଅଭିଜ୍ଞତାକୁ ଚିଠି ମାଧ୍ୟମରେ ଚାଷୀଙ୍କୁ ବାଣ୍ଟି ସଚେତନ କରୁଛନ୍ତି । ତା ସାଙ୍ଗକୁ ସାର ବେପାରୀଙ୍କୁ ବି…