ଘରୋଇ ହସପିଟାଲକୁ ଆଉ କୋଭିଡ ଟିକା ଯୋଗାଇବେ ନାହିଁ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟର ଘରୋଇ ହସପିଟାଲଗୁଡିକୁ ରାଜ୍ୟ ସରକାର ଆଉ ଟିକା ଯୋଗାଣ କରିବେ ନାହିଁ । ସରକାର ଟିକା କିଣି ଘରୋଇ ହସପିଟାଲଗୁଡିରକୁ ଯୋଗାଉ ଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ନୂଆ କୋଭିଡ ଟିକାକରଣ ନୀତି ପରେ ରାଜ୍ୟ ସରକାର ଆଉ ଘରୋଇ ହସପିଟାଲକୁ ଟିକା ଦେବେ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ…

ଜମ୍ମୁ-କାଶ୍ମୀର ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଖୁବ୍‌ଶୀଘ୍ର ହେବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଜମ୍ମୁ-କାଶ୍ମୀରର ୮ ରାଜନୈତିକ ଦଳର ୧୪ ନେତା ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ମୋଦି…

୮ଟି ଜିଲ୍ଲାରେ ଅକସିଜେନ ପ୍ଲାଂଟ୍ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, କୋରୋନାର ତୃତୀୟ ଲହର ପ୍ରତି ସତର୍କ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ…

ଆଇପିଏସ ସ୍ତରରେ ଅଦଳବଦଳ : ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ, ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଂଚ ଏଡିଜି

ଭୁବନେଶ୍ୱର- ଆଇପିଏସ ସ୍ତରରେ ଅଦଳବଦଳ ହୋଇଛି । ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଂଚ ଏଡିଜି ଦାୟିତ୍ୱ ଦିଆଯାଇଛି । ସେ ପୋଲିସ ଗୃହ ନିର୍ମାଣ ନିଗମ ବିଭାଗର ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ । ଲଳିତ ଦାସଙ୍କୁ…

ହାର୍ଡକୋର ନକ୍ସଲ ହରିଭୂଷଣର କରୋନାରେ ମୃତ୍ୟୁ, ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଟଙ୍କା ପୁରସ୍କାର

ରାୟପୁର: ହାର୍ଡକୋର ନକ୍ସଲ ହରିଭୂଷଣର କରୋନାରେ ମୃତ୍ୟୁ ହୋଇଯାଇଛି। ସୋମବାର ରାତିରେ ଦକ୍ଷିଣ ବିଜାପୁର-ସୁକମା ଆନ୍ତଃ ଜିଲ୍ଲା ସୀମା ଅଞ୍ଚଳରେ କୋଭିଡ-୧୯ ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତା' ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେ ତେଲେଙ୍ଗାନା ରାଜ୍ୟ କମିଟିର…

ଜୁଲାଇ ୩୧ ପୂର୍ବରୁ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜୁଲାଇ ୩୧ ପୂର୍ବରୁ ଦ୍ବାଦଶ ପରୀକ୍ଷା ଫଳ ଘୋଷଣା କରିବାକୁ ସମସ୍ତ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟ ବୋର୍ଡଗୁଡିକ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଯୋଜନା ପ୍ରସ୍ତୁତ କରିବା ଉଚିତ…

ବାଲେଶ୍ୱରର ବସ୍ତାରୁ ୨ କିଲୋଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର – ବାଲେଶ୍ୱରର ବସ୍ତା ଅଂଚଳରୁ ୨ କିଲୋଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ । ବ୍ରାଉନସୁଗାର ଜବତ ସହ ଜଣକୁ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ । ଏ ନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି ।

କାନପୁର: ଦୁଇ ବର୍ଷର ପିଲାକୁ ଦିଆଗଲା କୋଭାକ୍ସିନ ଟିକା

ଲକ୍ଷ୍ନୌ: ଦେଶରେ ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷଣ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨ ରୁ ୬ ବର୍ଷ ବୟସର ୫ ଜଣ ପିଲାଙ୍କୁ ଟିକା ଦିଆଯାଇଛି। ପ୍ରଥମ ଥର ପାଇଁ ଦୁଇ ବର୍ଷ ଆଠ ମାସର ଏକ ଶିଶୁ ଉପରେ ମଧ୍ୟ ଏହି ଟିକାର ପରୀକ୍ଷଣ କରାଯାଇଛି। କାନପୁର ଗ୍ରାମାଞ୍ଚଳରେ ଜଣେ ଘରୋଇ…