ଅଫେରା ରାଇଜରେ ଦେବିଦତ୍ତ

ବ୍ରହ୍ମପୁର: ସାମ୍ବାଦିକତାରୁ ସମାଜସେବା..... ସତେ ଯେପରି ପାଲଟିଯାଇଥିଲା ତାଙ୍କ ଜୀବନର ଏକ ଲକ୍ଷ୍ୟ । ପାଠପଢା ପରେ ଛାତ୍ର ରାଜନୀତି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କୁ ସଂଗଠିତ କରିବାରେ ସେ ରହିଥିଲେ ଖୁବ୍‌ ମାହିର। ଖୁବ୍‌ କମ ସମୟ ମଧ୍ୟରେ ଯେ କେହି ବି ତାଙ୍କ ନିକଟକୁ…

ଟିଆରପି ସ୍କାମ: ଦ୍ବିତୀୟ ଚାର୍ଜସିଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଟେଲିଭିଜନ ରେଟିଂ ପଏଣ୍ଟ ଜାଲିଆତି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଦ୍ୱିତୀୟ ଚାର୍ଜସିଟରେ ଟିଭି ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମ ରହିଛି । ତାଙ୍କୁ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏହି ମାମଲାର ଯାଞ୍ଚ୍ କରୁଥିବା ମୁମ୍ବାଇ…

ଲୋକସଭାରେ ପହଞ୍ଚିଲା ନୁସରତ ଜାହାନଙ୍କ ବିବାହ ପ୍ରସଙ୍ଗ, ସଦସ୍ୟତା ରଦ୍ଦ ପାଇଁ ଦାବି କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବସିରହାଟରୁ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଥିବା ନୁସରତ ଜାହାନଙ୍କ ବିବାହ ପ୍ରସଙ୍ଗ ଏବେ ଲୋକସଭାରେ ପହଞ୍ଚିଛି। ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ନୁସରତଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ଦାବି…

କୋଭାକ୍ସିନ ଟିକା ୭୭.୮% ପ୍ରଭାବୀ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟକୁ ବିଶେଷଜ୍ଞ କମିଟିର ମଞ୍ଜୁରି

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭରତ ବାୟୋଟେକର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳ ପ୍ରକାଶ ପାଇଛି । ଏହି ଟିକା କୋଭିଡ୍-୧୯ ବିରୋଧରେ ୭୭.୮% ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ମଙ୍ଗଳବାର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ର…

ବୀରେନ୍ଦ୍ର ଲାକ୍ରା ଭାରତୀୟ ଅଲିମ୍ପିକ୍ସ ହକି ଦଳର ଉପଅଧିନାୟକ

ବେଙ୍ଗଳୁରୁ – ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଓଡିଶାର ବୀରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ଉଭୟଙ୍କୁ ଦିଆଯାଇଛି ଦଳର ଉପଅଧିନାୟକ ଦାୟିତ୍ୱ । ଦଳର ନେତୃତ୍ୱ ନେବେ ମନପ୍ରୀତ ସିଂହ । ଏଠାରେ…