ଆଣ୍ଟିଲିଆ ମାମଲା: ପୂର୍ବତନ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଗିରଫ

ମୁମ୍ବାଇ: ଆଣ୍ଟିଲିଆ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ଗୁରୁବାର ଆଉ ଜଣେ ପୋଲିସ୍ ଅଫିସରଙ୍କୁ ଗିରଫ କରିଛି । ଗିରଫ ପୋଲିସ୍ ଅଫିସର୍ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା । ଏନ୍‌ଆଇଏ ଟିମ୍ ଆଜି ସକାଳ ପ୍ରାୟ ୬ଟା ୩୦…

ରାଜସ୍ଥାନ ବିଜେପିରେ ଫାଟ, ଦଳୀୟ ବୈଠକକୁ ଆସୁ ନାହାନ୍ତି ବସୁନ୍ଧରା ରାଜେ

ନୂଆଦିଲ୍ଲୀ: ରାଜସ୍ଥାନ ବିଜେପିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ଦଳୀୟ ନେତୃବର୍ଗ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ମଧ୍ୟରେ ମତଭେଦ ପଦାରେ ପଡ଼ିଛି । ରାଜେ କିଛି ଦିନ ହେଲା ଦଳୀୟ ବୈଠକରେ ଆଉ ଯୋଗ ଦେଉନାହାନ୍ତି । ସାଂଗଠନିକ କାର୍ଯ୍ୟରୁ ମଧ୍ୟ ସେ ଦୂରେଇ ରହୁଛନ୍ତି ।…

ନତାଶା, ଦେବାଙ୍ଗନା ଓ ଇକବାଲଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀର ଏକ କୋର୍ଟ ଛାତ୍ରକର୍ମୀ ନତାଶା ନରୱାଲ, ଦେବାଙ୍ଗନା କାଲିତା ଏବଂ ଆସିଫ ଇକବାଲ ତନ୍ହାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନିଜଣଙ୍କୁ ଗତ ବର୍ଷ ମେ ମାସରେ ଗିରଫ କରାଯାଇଥିଲା। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଏହି…

ଯୁକ୍ତ ଦୁଇ ମୂଲ୍ୟାଙ୍କନ : ସିଏଚଏସଇକୁ ଆଜି ରିପୋର୍ଟ ଦେବ ବୈଷୟିକ କମିଟି

ଭୁବନେଶ୍ୱର- ଯୁକ୍ତ ଦୁଇ ମୂଲ୍ୟାଙ୍କନ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ -ସିଏଚଏସଇ ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ କହିଛନ୍ତି ଯେ, ମୂଲ୍ୟାଙ୍କନ ପାଇଁ ମାଟ୍ରିକ ମାର୍କ ସବୁଠୁ ଭଲ ଆଧାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଆଜି ବୈଷୟିକ କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ…

ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରସ୍ତୁତ…

ନୂଆଦିଲ୍ଲୀ: କରୋନା ପାଇଁ ବାତିଲ ହୋଇଥିବା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ କିପରି ପ୍ରସ୍ତୁତ କରାଯିବ ସେନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯାଇଛି । ସରକାରଙ୍କ ଫର୍ମୁଲା ଅନୁସାରେ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷାରେ…