ନ୍ୟୁଜରୁମ ଓଡିଶା: ସକାଳର ଖବର

ବଲିଉଡରେ ପ୍ରଶଂସା ସାଉଁଟିଲା ଓଡିଶା- ମୋ ପରିବାର ବାପା , ମା ବା ପରିବାର ର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇଥିବା ଶିଶୁ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା “ଆଶୀର୍ବାଦ’ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିନିର୍ଘଂଟ ଚୂଡାନ୍ତ ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀ…

ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲ: ପ୍ରଥମ ଇନିଂସରେ ଭାରତ ୨୧୭ରେ ଅଟକିଲା, ନ୍ୟୁଜିଲାଣ୍ଡ ୧୦୧/୨

ସାଉଥମ୍ପଟନ,୨୦ ।୬: ଭାରତର ବ୍ୟାଟିଂ ଲାଇନ ଅପକୁ ଘାଇଲା କରିଛନ୍ତି ନ୍ୟୁଜିଲାଣ୍ଡର ଯୁବ ପେସର କାଇଲ ଜାମିସନ । ଜାମିସନଙ୍କ ଘାତକ ବୋଲିଂର ସାମ୍ନା କରିନପାରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲର ତୃତୀୟ ଦିବସରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୧୭ ରନରେ ଅଲଆଉଟ୍ ହୋଇଯାଇଛି । ଏହାର ଜବାବରେ…

ବଲିଉଡରେ ପ୍ରଶଂସା ସାଉଁଟିଲା ଓଡିଶା- ମୋ ପରିବାର

ବ୍ରହ୍ମପୁର: ଗତ ମେ ୬ ତାରିଖରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓଡ଼ିଶା - ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କୁ ଟେଲିଫୋନ କରି ଜଣାଇଲେ ଯେ , ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ ସଙ୍ଗୀତା ଭୂୟାଁ ବ୍ରହ୍ମପୁର ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ…

୨୦୨୦ – ୨୧ ଖରିଫ୍ ବିପଣନ ଋତୁରେ ଖରିଫ ଧାନ ଓ ରବିଧାନ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧୁକ ଧାନ ସଂଗ୍ରହ ହୋଇଛି : ଯୋଗାଣ…

ଭୁବନେଶ୍ୱର : ୨୦୨୦ - ୨୧ ଖରିଫ୍ ବିପଣନ ଋତୁରେ ଅଦ୍ୟାବଧୂ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ରବି ଋତୁରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇ ଆଜି ସୁଦ୍ଧା ୧୪ ଲକ୍ଷ ୫ ହଜାର ୭୨୬ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ…

ହସ୍ପିଟାଲ ବାହାରେ ହେଉଥିବା ମୃତ୍ୟୁକୁ ବି କରୋନା ଜନିତ ମୃତ୍ୟୁ ଭାବେ ବିବେଚନା କରାଯିବ

ନୂଆଦିଲ୍ଲୀ: ହସ୍ପିଟାଲ ବାହାରେ ହୋଇଥିବା ମୃତ୍ୟୁକୁ ବି ଏଣିକି କରୋନା ମୃତ୍ୟୁ ଭାବେ ବିବେଚନା କରାଯିବ। ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କେନ୍ଦ୍ର ସରକାର ଏହା କହିଛନ୍ତି । ​ ସରକାର କେବଳ ହସ୍ପିଟାଲରେ ଭର୍ତ୍ତି କରୋନା ରୋଗୀଙ୍କ ମୃତ୍ୟୁକୁ ଏହି ମହାମାରୀ ଜନିତ ମୃତ୍ୟୁ ଭାବେ ବିବେଚନା…

ଜାମ୍ମୁ କାଶ୍ମୀରକୁ ପୁଣି ମିଳିପାରେ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଜାମ୍ମୁ କାଶ୍ମୀରର ଆଞ୍ଚଳିକ ଦଳମାନଙ୍କ ସହ ଏକ ବୈଠକ କରିବେ। ଏଥିରେ ଜାମ୍ମୁ କାଶ୍ମୀରକୁ ପୁଣି ଥରେ ରାଜ୍ୟ ମାନ୍ୟତା ଦେବା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ଏହାପୂର୍ବରୁ ଶୁକ୍ରବାର ଦିନ ଦିଲ୍ଲୀରେ ଜାମ୍ମୁ କାଶ୍ମୀର…

ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତି ନିର୍ଘଂଟ ଚୂଡାନ୍ତ

ପୁରୀ – ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତିନିର୍ଘଂଟ ସ୍ଥିର ହୋଇଛି । ଜୁଲାଇ ୨୧ ତାରିଖରେ ମହାପ୍ରଭୁଙ୍କ ସୁନାବେଶ ହେବ । ଅପରାହ୍ନ ୪ଟାରୁ ସାଢେ ୫ ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ କରାଯିବ । ରାତି ୧୧ଟାରୁ ୧୨ଟା ମଧ୍ୟରେ ହେବ ବେଶ ଓଲାଗି ନୀତି । ଜୁଲାଇ ୨୨ ରାତି…