ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର - ଆସନ୍ତାକାଲି ପ୍ରକାଶ ପାଇବ ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ । ସଂଧ୍ୟା ୬ଟାରୁ ୨ଟି ୱେବସାଇଟ- bseodisha.ac.in , bseodisha.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏସଏମଏସ ମାଧ୍ୟମରେ ବି ପରୀକ୍ଷାଫଳ…

ମ୍ୟାକାଫି ଆଣ୍ଟି ଭାଇରସ୍ ସଫ୍ଟୱେୟାର ପ୍ରତିଷ୍ଠାତା ଜନ୍ ମ୍ୟାକାଫିଙ୍କ ମୃତ୍ୟୁ, ସ୍ପେନ୍‌ର ଏକ ଜେଲ୍‌ରେ କଲେ…

ମାଦ୍ରିଦ୍‌: ମ୍ୟାକାଫି ଆଣ୍ଟି ଭାଇରସ୍ ସଫ୍ଟୱେୟାରର ପ୍ରତିଷ୍ଠାତା ଜନ୍ ମ୍ୟାକାଫିଙ୍କ ସ୍ପେନ୍‌ର ଏକ ଜେଲ୍‌ରେ ମୃତ୍ୟୁ ହୋଇଯାଇଛି । ମ୍ୟାକାଫିଙ୍କୁ ଜେଲ୍ କୋଠାରୀରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପେନର କାଟାଲନ୍ ଅଞ୍ଚଳର ସରକାର ସ୍ପଷ୍ଟ କରିଛନ୍ତି…

ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା, ଶ୍ରୀଜିଉମାନଙ୍କ ଜଳବିଜେ, ପୂଜା ଓ ସ୍ନାନ ନୀତି ସଂପନ୍ନ, ଗଜାନନ ବେଶରେ ଦର୍ଶନ…

ପୁରୀ- ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉମାନଙ୍କ ସ୍ନାନଯାତ୍ରା । ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇଛି । ବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୫ ଗରା ଓ…

ଜାମ୍ମୁ କାଶ୍ମୀରର ରାଜନୈତିକ ଦଳ ମାନଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀରର ଆଞ୍ଚଳିକ ଦଳମାନଙ୍କ ସହ ଏକ ବୈଠକ କରିବେ। ଏଥିରେ ଜାମ୍ମୁ କାଶ୍ମୀରକୁ ପୁଣି ଥରେ ରାଜ୍ୟ ମାନ୍ୟତା ଦେବା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ଏହାପୂର୍ବରୁ ଶୁକ୍ରବାର ଦିନ ଦିଲ୍ଲୀରେ ଜାମ୍ମୁ କାଶ୍ମୀର ଉପରେ ଦୁଇଟି…

କରୋନା ଅପଡେଟ୍‌: ୨୪ ଘଣ୍ଟାରେ ୫୪ ହଜାର ମାମଲା, ଆଉ ୧୩୨୧ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୫୪,୦୬୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୧୩୨୧ ଜଣଙ୍କର ମୃଥ୍ୟୁ ହୋଇଥିବା ବେଳେ ୬୮,୮୮୫ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ମୋଟ କରୋନା ମାମଲା ୩ କୋଟି ୮୨ ହଜାର ୭୭୮କୁ ବୃଦ୍ଧି…

CM Greets People on Snana Purnima

Bhubaneswar: Odisha Chief Minister Naveen Patnaik today greeted the people of the State on the auspicious occasion of Snana Purnima. ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରୁ…

ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର- ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରୁ କୋଭିଡ ସଂକଟ ଶୀଘ୍ର ଦୂର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଜୀବନ…

ଦିନକରେ ରାଜ୍ୟରେ ଆଉ ୪୪ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯

ଭୁବନେଶ୍ୱର – ରାଜ୍ୟରେ ଆଉ ୪୪ ଜଣଙ୍କ ଜୀବନ ନେଇଛି କୋରୋନା ମହାମାରୀ । ଏଥିସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୭୬୧କୁ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ହୋଇଛି । ବରଗଡ ଓ କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ, ଅନୁଗୁଳ ଓ ପୁରୀରୁ…

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ଚିନ୍ତା ବଢାଉଛି ଖୋର୍ଦ୍ଧା,କଟକ ଓ ଯାଜପୁର ଜିଲ୍ଲା

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୬୫୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୯୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୫୨ ଆକ୍ରାନ୍ତ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬କୁ ବୃଦ୍ଧି ହୋଇଥିବା ବେଳେ ଏ ଯାଏ ସୁସ୍ଥ…