ହ୍ବାଟସଆପକୁ ଝଟକା, ସିସିଆଇ ନୋଟିସ୍ ଉପରେ ରୋକ୍ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ହ୍ବାଟସଆପ୍ ର ନୂଆ ଗୋପନୀୟତା ନୀତିର ଯାଞ୍ଚ ସମ୍ପର୍କରେ ଫେସବୁକ୍ ଏବଂ ଏହି ମେସେଜିଂ ଆପକୁ ପ୍ରତିଯୋଗିତା ଆୟୋଗ (ସିସିଆଇ) ପଠାଇଥିବା ନୋଟିସ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଜଷ୍ଟିସ ଅନୁପ ଜୟରାମ ଭମ୍ବନୀ ଏବଂ ଜଷ୍ଟିସ ଜସମିତ ସିଂଙ୍କ ଏକ…