ନକଲି ଔଷଧ କାରବାର ଘଟଣାରେ ତିନି ଗିରଫ
ଭୁବନେଶ୍ୱର- ରାଜ୍ୟରେ ନକଲି ଔଷଧ କାରବାର ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚ ଏସଟିଏଫ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମେଡିସିନ କଂପାନି ନିର୍ଦ୍ଦେଶକ ଅଛନ୍ତି । ଏଥିସହ ଏସଟିଏଉ ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଆକାଉଂଟ ଜବତ କରିଛି…