ଅପମାନ ସହିନପାରି କାନ୍ଦିଲେ ଚନ୍ଦ୍ରବାବୁ ନାଇଡୁ, କ୍ଷମତାକୁ ନ ଫେରିବା ଯାଏଁ ବିଧାନସଭାକୁ ଆଉ ଆସିବେନି

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଅମରାବତୀରେ ଏକ ସାମ୍ବାଦିକ ସମ୍ମିଳନୀରେ କାନ୍ଦିବା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଓ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ବ୍ୟକ୍ତିଗତ ଆକ୍ରମଣ ଓ ଅପମାନ ଆଉ ସହିପାରିବିନି ବୋଲି କହି ଚନ୍ଦ୍ରବାବୁ…