ପ୍ରଧାନମନ୍ତ୍ରୀଙ୍କ କଥାରେ ଭରସା ନାହିଁ? ରାକେଶ ଟିକାଏତ୍ କହିଲେ ଏବେ ବନ୍ଦ ହେବନି କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: ପ୍ରକାଶ ପର୍ବ ଅବସରରେ ଦେଶକୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବା ପାଇଁ ସେ ତାଙ୍କ ସମ୍ବୋଧନରେ କୃଷକମାନଙ୍କୁ ନିବେଦନ କରିଛନ୍ତି। ସେ…

ଶେଷରେ ନଇଁଲେ ସରକାର, ଅନ୍ନଦାତାଙ୍କ ହେଲା ବିଜୟ; ପ୍ରତ୍ୟାହାର ହେବ ତିନି ବିବାଦୀୟ କୃଷି ଆଇନ

ନୂଆଦିଲ୍ଲୀ: ଶେଷରେ କୃଷକମାନଙ୍କ ବିଜୟ ହୋଇଛି । ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର । ଆଜି ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି। ପ୍ରାୟ ଏକ ବର୍ଷ ଧରି ଚାଲିଥିବା ଚାଷୀଙ୍କ…