ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟିକାକରଣ, ଡାକ୍ତର,ନର୍ସ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟିକାକରଣ ହୋଇଛି । ଏଥିପାଇଁ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଟିକାକରଣ ଓ ମାସ୍କ ପରିଧାନ ନେଇ…

ଟିକାକରଣରେ ଭାରତର ନୂଆ ରେକର୍ଡ, ଦିନକରେ ଦିଆଗଲା ୮୬ ଲକ୍ଷ ଟିକା

ନୂଆଦିଲ୍ଲୀ: ନୂଆ ଟିକା ନୀତି ଲାଗୁ ହେବା ପରେ ଭାରତରେ କରୋନା ବିରୋଧୀ ଟିକାକରଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଜୁନ୍ ୨୧ ଠାରୁ ନୂଆ ଟିକା ନୀତି ଲାଗୁ ହୋଇଛି । ନୂଆ ଟିକା ନୀତି ଅନୁସାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କୁ ମାଗଣା ଟିକା ଲଗାଯିବା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ…

କରୋନା ଅପଡେଟ୍‌: ୯୧ ଦିନ ପରେ ସବୁଠୁ କମ୍ ମାମଲା, ଦେଶରେ ଆଉ ୪୨,୬୪୦ ଆକ୍ରାନ୍ତ ଚିହ୍ନଟ, ୧୧୬୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରୀ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଆଉ ୪୨,୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ୯୧ ଦିନ ପରେ ସର୍ବନିମ୍ନ । ଶେଷଥର ମାର୍ଚ୍ଚ ୨୨ରେ ୪୦,୭୧୫ ମାମଲା ରିପୋର୍ଟ ହୋଇଥିଲା । କୋଭିଡ୍‌-୧୯ ଯୋଗୁଁ ଦିନକରେ ଆଉ ୧୧୬୭…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ତଳକୁ ଖସିଲା

ଭୁବନେଶ୍ୱର – ରାଜ୍ୟରେ ୩ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ ୯୫୭ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୬୯୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୫୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୮, କଟକରୁ ୨୭୨, ଯାଜପୁରରୁ ୨୬୦,…

ପଶ୍ଚିମବଙ୍ଗ ସରକାରଙ୍କ ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ, ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ କରିବେ ଜାତୀୟ…

କୋଲକାତା: ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରା ନିର୍ବାଚନ ପରିବର୍ତ୍ତୀ ହିଂସା ଘଟଣାର ତଦନ୍ତ କରାଯିବା ସମ୍ପର୍କିର୍ତ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ପଶ୍ଚିମବଙ୍ଗ ସରକାର କରିଥିବା ଆବେଦନକୁ କଲିକତା ହାଇକୋର୍ଟ ଖାରଜ କରିଦେଇଛନ୍ତି । ମୂଳ ଆଦେଶ ଉପରେ ରୋକ୍ ଲଗାଇବା…

ବୁର୍ଲା ଭୀମସାରରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟକାମ ଚୂଡାନ୍ତ, ସପ୍ତାହେ ମଧ୍ୟରେ କାର୍ଯ୍ୟ କରିବ

ସମ୍ବଲପୁର: ସମ୍ବଲପୁର ସମେତ ସମଗ୍ର ପଂଚିମ ଓଡିଶାରେ କରୋନା କାବୁକୁ ଆସି ସାରିଛି । ହେଲେ ତ୍ରୁତୀୟ ଲହର ପାଇଁ ବି ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଭଳି ସ୍ଥିତିରେ ବୁର୍ଲା ମେଡିକାଲରେ ପିଏସଏ ଅକ୍ସିଜେନ୍ ସ୍ଥାପନ କାମ ଇତିମଧ୍ୟରେ ଚୂଡାନ୍ତ ହୋଇଛି । ଆସନ୍ତା ସପ୍ତାହେ ମଧ୍ୟରେ ଏହା…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୁଣି ବର୍ଷା ବାଧକ, ଚତୁର୍ଥ ଦିବସର ଖେଳ ବାତିଲ୍‌, ପ୍ରଶଂସକ ନିରାଶ

ସାଉଥମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୁଣି ବର୍ଷା ବାଧକ ସାଜିଛି । ବର୍ଷା ଯୋଗୁଁ ଚତୁର୍ଥ ଦିନର ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ରିଜର୍ଭ ଦିବସକୁ ମିଶାଇ ଆଉ ଦୁଇଦିନର ଖେଳ ବାକି ଥିଲେ ମଧ୍ୟ ଏହି ଐତିହାସିକ ମ୍ୟାଚ୍ ଡ୍ର’ରେ ଶେଷ…

୧୦୦ ମିଟର ଦୌଡରେ ନୂଆ ଜାତୀୟ ରେକର୍ଡ ସତ୍ତ୍ୱେ ଦୂତିଚାନ୍ଦ ଅଳ୍ପକେ ଟୋକିଓ ଟିକେଟରୁ ବଂଚିତ

ପଟିଆଲା – ମହିଳା ୧୦୦ ମିଟର ଦୌଡରେ ନିଜର ହିଁ ଜାତୀୟ ରେକର୍ଡ ଭାଙ୍ଗିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି ସ୍ପ୍ରିଂଟର ଦୂତି ଚାନ୍ଦ । ପଟିଆଲାଠାରେ ଆୟୋଜିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟର ୧୦୦ ମିଟର ଦୌଡରେ ଦୂତିଚାନ୍ଦ ନିଜର ହିଁ ଜାତୀୟ…