ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଆରମ୍ଭରେ ବିଳମ୍ବ, ବର୍ଷା ଧୋଇନେଲା ପ୍ରଥମ ସେସନ୍

ସାଉଥମ୍ପଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଆରମ୍ଭରୁ ବର୍ଷା ବାଧକ ସାଜିଛି । ପ୍ରଥମ ଦିନର ପ୍ରଥମ ସେସନ୍ ଧୋଇ ହୋଇଯାଇଛି । ଆଜି ସକାଳୁ ସାଉଥମ୍ପଟନରେ ଲଗାଣ ବର୍ଷା ଜାରି ରହିଛି । ଏପରିକି ଟସ୍ ବି ସମ୍ଭବ ହୋଇନାହିଁ । ଫଳରେ ପ୍ରଥମ ସେସନର ଖେଳ…

ରଥଯାତ୍ରା ବେଳେ କୋଭିଡ ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ- ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ବସି ଆଗାମୀ ରଥଯାତ୍ରା ପାଇଁ କୋଭିଡ ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିନିଆଯାଇଛି । ରଥ ଯାତ୍ରା ସହ ଜଡିତ ସବୁ ନୀତିକାନ୍ତିର ୪୮ ଘଂଟା…

ଦେବାଙ୍ଗନା, ନତାଶା ଏବଂ ଇକବାଲଙ୍କ ଜାମିନ ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାମାଜିକ କର୍ମୀ ଦେବାଙ୍ଗନା କାଲିଟା, ନତାଶା ନରୱାଲ ଏବଂ ଛାତ୍ରନେତା ଆସିଫ ଇକବାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଥିବା ଜାମିନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ…

ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କ ଦକ୍ଷତା ବିକାଶ ପାଇଁ କ୍ରାସ୍ କୋର୍ସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତୃତୀୟ ଲହରୀର ଆଶଙ୍କାକୁ ଦୃଷ୍ଟିରେ ରଖି ଦେଶର ପ୍ରାୟ ଏକ ଲକ୍ଷ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କ ପାଇଁ କ୍ରାସ୍ କୋର୍ସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୨୬ ରାଜ୍ୟରେ ଏହି କ୍ରାସ୍ କୋର୍ସ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ପ୍ରାୟ ୧୧୧ ତାଲିମ…

ଜୁନ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ଜୁନ୍ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କରାଯିବ । ଆସନ୍ତା ସପ୍ତାହରେ ରାଜ୍ୟକୁ ଆହୁରି ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ, କୋରୋନାର ତୃତୀୟ ପ୍ରବାହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି ।…

ୟୁଜି ଓ ପିଜି ଫାଇନାଲ ପରୀକ୍ଷା ଅନଲାଇନରେ ହେବ

ଭୁବନେଶ୍ୱର- ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଜୁଲାଇ ଓ ଅଗଷ୍ଟ ମାସରେ ଅନଲାଇନ ମୋଡ୍‌ରେ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ଫାଇନାଲ୍ ସେମିଷ୍ଟର ପରୀକ୍ଷା କରାଯିବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ଘୋଷଣା କରିଛନ୍ତି । ଉଚ୍ଚସ୍ତରୀୟ…

କୋରୋନାର ତୃତୀୟ ପ୍ରବାହ ପାଇଁ ଓଡିଶା ପ୍ରସ୍ତୁତ : ଡିଏମଇଟି

ଭୁବନେଶ୍ୱର- ମହାରାଷ୍ଟ୍ରରେ କୋରୋନାର ତୃତୀୟ ପ୍ରବାହ ଅପେକ୍ଷାକୃତ ଶୀଘ୍ର ଆସିପାରେ । ଏ ନେଇ ମହାରାଷ୍ଟ୍ର ସରକାର ଚେତାବନୀ ଦେଲା ପରେ ଅନ୍ୟ ରାଜ୍ୟରେ ବି କୋରୋନାର ତୃତୀୟ ପ୍ରବାହ ଶୀଘ୍ର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ, ତୃତୀୟ ପ୍ରବାହ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି…

ଅଲିମ୍ପିକ୍ସ ପୁରୁଷ ହକି ଦଳରେ ଓଡିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ

ବେଙ୍ଗଳୁରୁ – ଟୋକିଓ ଅଲିମ୍ପିକ୍ସ ହକି ପାଇଁ ଭାରତୀୟ ପୁରୁଷ ଦଳ ଘୋଷିତ ହୋଇଛି । ଏଥିରେ ଦୁଇ ଓଡିଆଙ୍କୁ ସ୍ଥାନ ମିଳିଛି । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଜାତୀୟ ହକି ଦଳରେ ସ୍ଥାନ ମିଳିଛି । ୧୬ ଜଣିଆ ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଭାରତ ପାଇଁ…

ଭୁବନେଶ୍ୱର ଓ ଭଦ୍ରକରୁ ବ୍ରାଉନସୁଗାର ଜବତ

ଭୁବନେଶ୍ୱର- ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ । ବ୍ରାଉନସୁଗାର ଜଳେଶ୍ୱରରୁ ଆସୁଥିଲା । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚୁରା କରାଯାଉଛି । ସେପଟେ ଭଦ୍ରକ ନଙ୍ଗାମହଲାରୁ ୧୧୦ ଗ୍ରାମ ବ୍ରାଉନସୁଗାର…