ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ…

ବନ୍ୟା ଆଶଙ୍କାରେ ଜଳସଂପଦ ବିଭାଗ ତତ୍ପର, ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ଆଲର୍ଟ

ଭୁବନେଶ୍ୱର – ରାଜ୍ୟରେ ମୌସୁମୀ ପ୍ରବେଶ ସହ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଥି ତତ୍ପରତା ପ୍ରକାଶ କରିଛି ଜଳ ସଂପଦ ବିଭାଗ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ,…

ଏଥର ବି ବିନାଭକ୍ତରେ ହେବ ପୁରୀ ରଥ ଯାତ୍ରା

ପୁରୀ – ଏଥର ବି ବିନାଭକ୍ତରେ ହେବ ରଥଯାତ୍ରା । କୋଭିଡ ଦୃଷ୍ଟିରୁ ଏଥର ବି ବିନାଭକ୍ତରେ ରଥଯାତ୍ରା ହେବ । କୋଭିଡ ନେଗେଟିଭ ଥିବା ସେବାୟତଙ୍କୁ ନେଇ ରଥ ଯାତ୍ରା ପରିଚାଳନା କରାଯିବ । ପୁରୀକୁ ଛାଡିଦେଲେ ରାଜ୍ୟର ଆଉ କେଉଁଠି ରଥଯାତ୍ରା ହେବ ନାହିଁ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ…

ଓଡିଶା ଛୁଇଁଲା ମୌସୁମୀ, ଦକ୍ଷିଣ ଓଡିଶାରେ ବର୍ଷା

ଭୁବନେଶ୍ୱର – ଓଡିଶାରେ ପ୍ରବେଶ କରିଛି ମୌସୁମୀ ବାୟୁ । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଦକ୍ଷିଣ ଓଡିଶାର କିଛି ଭାଗରେ ପ୍ରବେଶ କରିଛି । ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଗାମୀ…

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ନିର୍ମିତ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ୍‌’ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି । ସୁଶାନ୍ତଙ୍କ ଜୀବନୀ ଉପରେ ନିର୍ମିତ ଏହି ଫିଲ୍ମ ଆସନ୍ତାକାଲି ମୁକ୍ତିଲାଭ କରୁଛି । ଗତବର୍ଷ ଜୁନ୍‌ରେ…

ମୁମ୍ବାଇ: କୋଠା ଭୁଶୁଡ଼ି ୧୧ ମୃତ

ମୁମ୍ବାଇ: ମୁମ୍ବାଇର ମାଲାଡ଼ ୱେଷ୍ଟରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୮ ଜଣ…

ନବୀନଙ୍କ ସତନ୍ତ୍ର ପ୍ୟାକଜରେ ପଶ୍ଚିମ ଓଡ଼ିଶା: ଶିଳ୍ପ କରିଡର ସହ ଯୋଡ଼ି ହେବ କୃଷି କରିଡର୍

୬ ଜିଲ୍ଲାର ଆର୍ଥିକ ବିକାଶର ଭାଗିଦାରୀ ହେବ ବିଜୁ ଏକ୍ସପ୍ରେସ୍ ୱେ ସମ୍ବଲପୁର : ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସତନ୍ତ୍ର ଫୋକସ୍ । ଏହି ବିରାଟ ଭୂଖଣ୍ଡର ଦୁଇଟି ପ୍ରାନ୍ତ ଯୋଡି ହେବ । ଆଉ ଏହା ହିଁ ପାଲଟିବ ପଶ୍ଚିମ ଓଡିଶାର ଆର୍ଥିକ ବିକାଶର…

ପୁରୀ ଓ ବିକାନେର ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର-ଜୁନ ୧୩ ତାରିଖରୁ ପୁରୀ ଓ ବିକାନେର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଟ୍ରେନ୍‌ଟି ବିକାନେରରୁ ଜୁନ ୧୩ ତାରିଖରୁ ପ୍ରତି ରବିବାର ସଂଧ୍ୟା ୭ଟା ୪୫ ମିନିଟରେ ଛାଡିବ । ପୁରୀରୁ ଏହି…