କୋଭିଡ଼ ପରିଚାଳନା ପାଇଁ ବିଏମସିକୁ ଆଉ କୋଡ଼ିଏ କୋଟି ଟଙ୍କା ମଜୁଂର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର ରେ କୋଭିଡ଼ ମହାମାରୀ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କା ମଜୁଂର କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବ ରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ କୁ 77କୋଟି ଟଙ୍କା ଦିଆଯାଇଛି ।…

‘୨-ଡିଜି’ ଔଷଧ ତିଆରି କରିବାର ଜ୍ଞାନକୌଶଳ ଭାରତୀୟ ଫାର୍ମା କମ୍ପାନୀ ମାନଙ୍କୁ ହସ୍ତାନ୍ତର କରିବ ଡିଆରଡିଓ

ହାଇଦ୍ରାବାଦ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ବର୍ତ୍ତମାନ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ଔଷଧ ଡିଓକ୍ସି-ଡି-ଗ୍ଲୁକୋଜ (୨-ଡିଜି) ତିଆରି କରିବାର ଜ୍ଞାନକୌଶଳ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ଗୁଡ଼ିକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତି କରୁଛି।…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ବର୍ଷିୟ ବାଳକଙ୍କ ଦାନ

ଭୁବନେଶ୍ୱର- ଛୋଟ ପିଲା, ବଡ କାମ । ଭୁବନେଶ୍ୱରର ସାଇ ଇଂଟରନ୍ୟାସନାଲ ସ୍କୁଲର ଛାତ୍ର ପୃଥ୍ୱୀ ସାରଥୀ ଛୋଟ ବେଳୁ ହିଁ ମହତ କାମ କରି ଦେଖାଇଛନ୍ତି । ୧୦ ବର୍ଷିୟ ବାଳକ ପୃଥ୍ୱୀ ଜମା କରିଥିବା ୧୦ ହଜାର ୩୫୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ ଦାନ କରିଛନ୍ତି । ନିଜ ବାପାମାଆଙ୍କ ସହ…

କୋଭିଡ୍ ରୋଗୀଙ୍କ ପାଇଁ ଔଷଧ ଲେଖିପାରିବେ ହୋମିଓପାଥି ଡାକ୍ତର: କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ହୋମିଓପାଥିକ ଡାକ୍ତରମାନେ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ପ୍ରତିଷେଧକ ମୂଳକ ଔଷଧ ଏବଂ ରୋଗ ନୀରୋଧୀ ଔଷଧ ଲେଖିପାରିବେ ଓ ବିତରଣ କରିପାରିବେ । ଏକ ପିଟିସନର ଶୁଣାଣି କରି କେରଳ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ବିଚାରପତି ଜଷ୍ଟିସ୍ ଏନ୍‌.ନାଗେଶ କହିଛନ୍ତି ଯେ, ହୋମିଓପାଥିକ ଡାକ୍ତର…

କଂଗ୍ରେସକୁ ଝଟକା: ବିଜେପିରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ…

ଟାଟା କଂପାନି ଠକେଇ ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର- ଟାଟା କଂପାନିରେ ଚାକିରି ଦେବା ନାଁରେ ଠକେଇ ନେଇ ଗଞ୍ଜାମ ଗୋଳନ୍ଥରା ଥାନାରେ ରୁଜୁ ଏକ ମାମଲାରେ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଜାମିନ ମିଳିଛି । ଅଭୟକାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ତେବେ, ଗୋଳନ୍ଥରା ମାମଲାରେ ଦାୟର ଆଉ ଏକ ମାମଲାରେ ତାଙ୍କୁ…

ପାଟଣାଗଡ ଡାକ୍ତରଖାନାର ପୂର୍ବତନ ଏସଡିଏମଓ ଡାକ୍ତର ବାଚସ୍ପତି ଦାଶ ଚାକିରିରୁ ବରଖାସ୍ତ

ବଲାଙ୍ଗୀର – ବଲାଙ୍ଗିର ଜିଲ୍ଲା ପାଟଣାଗଡ ଡାକ୍ତରଖାନାର ପୂର୍ବତନ ଏସଡିଏମଓ ଡାକ୍ତର ବାଚସ୍ପତି ଦାଶଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଅଭିଯୋଗରେ ଡାକ୍ତର ବାଚସ୍ପତିଙ୍କୁ ବରଖାସ୍ତ କରାଯାଇଥିବା…