ମଣିଷ ଦେହରେ ବାର୍ଡ ଫ୍ଲୁ ଷ୍ଟ୍ରେନ୍, ଚୀନ୍ରେ ଠାବ ହେଲା ପ୍ରଥମ ମାମଲା
ବେଜିଂ: ଚୀନ୍ରେ ଜଣେ ବ୍ୟକ୍ତିଙ୍କ ଠାରେ ଏଚ୍୧୦ଏନ୍୩ ବାର୍ଡ ଫ୍ଲୁ ଷ୍ଟ୍ରେନ୍ ଠାବ ହୋଇଛି । ଏହି ଷ୍ଟ୍ରେନ୍ର ବାର୍ଡ ଫ୍ଲୁ ଭୂତାଣୁ ମଣିଷ ଶରୀରରେ ମିଳିବା ଏହା ପ୍ରଥମ ଘଟଣା । ପୂର୍ବ ଚୀନ୍ର ଜିଆଙ୍ଗ୍ସୁ ପ୍ରଦେଶରେ ଏହି ମାମଲା ସାମ୍ନାକୁ ଆସିଛି ।
ଜିଆଙ୍ଗ୍ସୁର ଝେନିଜାଙ୍ଗ୍ ସହରର…