ଆସନ୍ତା ୪ ଦିନ ମଧ୍ୟରେ ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା, ରଜବେଳକୁ ଓଡିଶା ଆସିବ ମୌସୁମୀ

ଭୁବନେଶ୍ୱର- ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ପବନର ପୂର୍ବାନୁମାନ କରାଯାଇଛି । ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି,…

ଜୁନ୍ ୩ରେ କୋଭିଶିଲ୍ଡ ଓ ୬ରେ କୋଭାକ୍ସିନ ଟିକା ଓଡିଶା ଆସିବ

ଭୁବନେଶ୍ୱର- ଆସନ୍ତା ୩ ତାରିଖରେ ଓଡିଶା ଆସିବ କୋଭିଶିଲ୍ଡ ଟିକା । ୩ ଲକ୍ଷ ୫ ହଜାର ୪୬୦ କୋଭିଶିଲ୍ଡ ଟିକା ଓଡିଶାରେ ପଂହଚିବ । ଏହି ଟିକା ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ପାଇଁ ବ୍ୟବହାର ହେବ । ଜୁନ୍ ୬ ତାରିଖରେ ୪୦ ହଜାର କୋଭାକ୍ସିନ ଟିକା ମଧ୍ୟ ରାଜ୍ୟକୁ ଆସିବ ।

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ମନାକଲେ ହାଇକୋର୍ଟ, ଆବେଦନକାରୀଙ୍କ ଉପରେ ଏକ ଲକ୍ଷ…

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ଏକ ଅତ୍ୟାବଶ୍ୟକ ଜାତୀୟ ଯୋଜନା । ଏହା ଅଧୀନ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି କୋର୍ଟ କହିଛନ୍ତି । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ…

ଲକଡାଉନରେ ଲୁଟ୍ ଉଦ୍ୟମ, ରାଜଧାନୀରେ ମହିଳାଙ୍କୁ ଆକ୍ରମଣ

ଭୁବନେଶ୍ୱର- ଲକଡାଉନର ସୁଯୋଗ ନେଇ ଭୁବନେଶ୍ୱରରେ ମାତିଛନ୍ତି ଅପରାଧୀ । ଲୋକଙ୍କୁ ଏକୁଟିଆ ଦେଖି ଲୁଟେରାଙ୍କ ଦୌରାତ୍ମ୍ୟ ବଢିଯାଇଛି । ଆଜି ରାଜଧାନୀର ନୟାପଲ୍ଲୀ ଭିଆଇରି ରୋଡ୍‌ରେ ଜଣେ ମହିଳାଙ୍କ ବେକ କାଟି ଲୁଟ୍ ଉଦ୍ୟମ ହୋଇଛି । ମହିଳାଜଣକ ପରିବା ଆଣିବା ପାଇଁ ବାହାରି ଥିବା ବେଳେ ଜଣେ…

ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ, କୋଭିଡ ସ୍ଥିତିର ସମୀକ୍ଷା

ନବରଙ୍ଗପୁର - ନବରଙ୍ଗପୁର ଜିଲ୍ଲାରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି । ସମୀକ୍ଷା କଲା ପରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋରୋନା ସଂକ୍ରମଣ ଏବେ ୨୦ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ପହଂଚିଛି । ଜିଲ୍ଲାରେ ଦିନକୁ ୬ ଶହ ଲୋକଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବା…

ରାଜ୍ୟରେ କୋରୋନାରେ ଆଉ ୩୫ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟାରେ ୩୫ ଜଣ ରୋଗୀଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଣ କୋରୋନାରେ ପ୍ରାଣ ହରାଇଛନ୍ତି । କଟକ, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ…

ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ ଗ୍ରାଫ୍‌, ଦିନକରେ ୮ ହଜାର ୩୧୩ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୫

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ତଳେ ରହିବା ଜାରି ରହିଛି । ଦିନକରେ ୮ ହଜାର ୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୬୫୫ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୬୫୮ ମାମଲା ଆସିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…