ନିଜ ପ୍ରିୟ ପୃଷ୍ଠପୋଷକଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା ସଞ୍ଜିବନୀ ଅନ୍ତେବାସୀ

ବ୍ରହ୍ମପୁର – ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଞ୍ଜିବନୀ ଚାଇଲ୍ଡ କେୟାର ହୋମ୍‌ର ଅନ୍ତେବାସୀଙ୍କ ପାଇଁ ମେ ୨୯ ତାରିଖ ହେଉଛି ଏକ ସ୍ମରଣୀୟ ଦିବସ । କାହିଁକି ନା ଏହି ଦିନ ହେଉଛି ସେମାନଙ୍କର ପ୍ରିୟ ପୃଷ୍ଠପୋଷକ ଭି.କେ ପାଣ୍ଡିଆନଙ୍କ ଜନ୍ମଦିନ । ସବୁ ବର୍ଷ ପରି ଏବର୍ଷ ମଧ୍ୟ ଶ୍ରଦ୍ଧା ସଂଜିବନୀ…

ନୀରବ କର୍ମଯୋଗୀ, ପ୍ରଗତିର ସାଧକ

ସେ ଜଣେ ବିଚକ୍ଷଣ ପ୍ରଶାସନିକ ଅଧିକାରୀ, ନିଜ କର୍ତ୍ତବ୍ୟ ପ୍ରତି ସମର୍ପିତ ଓ ନିଜ ଦାୟିତ୍ବ ପ୍ରତି ନିଷ୍ଠାବାନ। ପୁଣି ଦୂରଦୃଷ୍ଟି ସମ୍ପନ୍ନ ପ୍ରଶାସକ ଯିଏ କି ଆଗାମୀ ବର୍ଷମାନଙ୍କ ପାଇଁ ଯୋଜନା କରି ତାହାକୁ ସଫଳ ରୂପ ଦେଇପାରନ୍ତି। ହେଲେ ଅତ୍ୟନ୍ତ ସରଳ, ସାଧାସିଧା ଓ ବିନମ୍ର, ପ୍ରଚାରରୁ…

କେନ୍ଦ୍ର ଉପରେ ବର୍ଷିଲେ ମମତା: ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, କିନ୍ତୁ ଅପମାନ ସହିପାରିବି ନାହିଁ

କୋଲକାତା: ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକକୁ ନେଇ ବିବାଦ ପରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ତାଙ୍କ ବିରୋଧରେ ଅପପ୍ରଚାର ଚଳାଇଛି । ତାଙ୍କ ବିରୋଧରେ ଗଣମାଧ୍ୟକୁ ଏକତରଫା ଖବର ଦିଆଯାଉଛି ବୋଲି ମମତା ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ…

କୋଭିଡ୍‌-୧୯ରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ଷ୍ଟାଲିନ୍

‌ଚେନ୍ନାଇ: କୋଭିଡ୍‌-୧୯ରେ ଉଭୟ ନିଜ ବାପା-ମା’ଙ୍କୁ ହରାଇଥିବା ଶିଶୁଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ଘୋଷଣା କରିଛନ୍ତି । ଏହି କ୍ରମରେ କୋଭିଡ୍ କେୟାର ଲିଙ୍କ୍ ଅନ୍ତର୍ଗତ ବାଲ୍ ସ୍ୱରାଜ ପୋର୍ଟାଲରେ କୋଭିଡ୍‌-୧୯…

ବିସିସିଆଇ ଏସ୍‌ଜିଏମ୍‌ରେ ନିଷ୍ପତ୍ତି: ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବରରୁ ୟୁଏଇରେ ଖେଳାଯିବ

ନୂଆଦିଲ୍ଲୀ: ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବରରୁ ଅକ୍ଟୋବର ଯାଏଁ ହେବ । ଆଜି ଅନୁଷ୍ଠିତ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ବୈଠକ (ଏସ୍‌ଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ଥଗିତ ଥିବା ଆଇପିଏଲର ୧୪ତମ ସିଜନର…

କୋଭିଡ ଚିକିତ୍ସା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ଅର୍ଡର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର- କୋଭିଡ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ ‘ଟୁ-ଡିଜି’କିଣିବା ପାଇଁ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ୫ ହଜାର ସ୍ୟାଚେଟ୍ ଟୁ –ଡିଜି ମେଡିସିନ ପାଇଁ ଅର୍ଡର ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଭାରତୀୟ…

ପୁଣି ମହଙ୍ଗା ହେଲା ତୈଳ ଦର, ମୁମ୍ବାଇରେ ୧୦୦ ଟପିଲା ପେଟ୍ରୋଲ

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିରେ ବ୍ରେକ୍ ଲାଗୁନାହିଁ । ଆଜି ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି । ପେଟ୍ରୋଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨୮ ପଇସା ବଢ଼ିଛି । ନୂଆ ଦର ସହ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଲିଟର ପିଛା ପଟ୍ରୋଲ ଦର ୧୦୦ ଟପିଛି । ଡିଜେଲ…