ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ପ୍ରସଙ୍ଗ,ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱର- ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ଗୃହୀତ ହୋଇଥିଲା । ଏ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଦନ ଦାସ ସୂଚନା…

ରାଜ୍ୟରେ ବଢିବ କି ଲକଡାଉନ୍ ଅବଧି ?

ଭୁବନେଶ୍ୱର- ରାଜ୍ୟରେ ଚଳିତ ଅବଧି ଆସନ୍ତା ଜୁନ୍ ୧ ତାରିଖରେ ଶେଷ ହେଉଥିବା ବେଳେ ଏହା ଆଉ ବୃଦ୍ଧି ହେବ ନା ନାହିଁ , ତାହା ଆଜି ସଂଧ୍ୟାରେ ସ୍ପଷ୍ଟ ହୋଇଯିବ । ମୁଖ୍ୟ ଶାସନ ସଚିବ ସଂଧ୍ୟା ସାଢେ ୬ଟାରେ ଲକଡାଉନ ସଂପର୍କିତ ଘୋଷଣା କରିବେ । ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ସରକାର…

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଉପରେ ଲାଗିବ କି ରୋକ୍ ? ସୋମବାର ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟକୁ ଜାରି ରଖିବାକୁ ଅନୁମତି ଦିଆଯିବ କି ନାହିଁ ସେନେଇ ଦିଲ୍ଲୀ ହାଇକୋର୍ଟ ସୋମବାର ରାୟ ଶୁଣାଇବେ । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଦାବିରେ ଆଗତ ଏକ ପିଟିସନର ମୁଖ୍ୟ ବିଚାରପତି…

ଭୁବନେଶ୍ୱରରେ ପହଂଚିଲା ଚୀନ୍‌ରୁ ଆସିଥିବା ଅକ୍ସିଜେନ୍

ଭୁବନେଶ୍ୱର- ଚୀନରୁ ଭୁବନେଶ୍ୱର ଆସିଲା ଅକ୍ସିଜେନ ସିଲିଣ୍ଡର । ବିମାନ ଯୋଗେ ଭୁବନେଶ୍ୱରରେ ଅକ୍ସିଜେନ ସିଲିଣ୍ଡର ପଂହଚିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଟ୍ୱିଟ୍ କରିଛନ୍ତି । ଅକ୍ସିଜେନ ଅଭାବରୁ…

ଅପରାହ୍ନରେ ଏସିଏସଙ୍କ ପ୍ରେସମିଟ, ରାଜ୍ୟରେ କୋଭିଡ ସ୍ଥିତି ନେଇ ଦେବେ ସୂଚନା

ଭୁବନେଶ୍ୱର- ଆଜି ଅପରାହ୍ନ ସାଢେ ୪ଟାରେ ରାଜ୍ୟରେ କୋଭିଡ ସ୍ଥିତି ନେଇ ପ୍ରେସମିଟ୍ କରିବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର । ଲକଡାଉନ ଓ ସଟଡାଉନ ନେଇ କୌଣସି ଘୋଷଣା ହେବା ସମ୍ଭାବନା ରହିଛି । ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଲକଡାଉନ ଆସନ୍ତା ଜୁନ୍…

ରାଜ୍ୟରେ ପୁଣି ୧୦ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ : ୯ ହଜାର ୫୪୧ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୩୪୨

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୯ ହଜାର ୫୪୧ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୫ ହଜାର ୩୪୩ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୧୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୩୪୨, କଟକରୁ ୭୧୬, ମୟୂରଭଞ୍ଜରୁ ୬୯୫, ସୁନ୍ଦରଗଡରୁ ୫୯୫,…

ଗିରଫ ହେବା ପରେ ସାମ୍ନାକୁ ଆସିଲା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିର ପ୍ରଥମ ଫଟୋ, ଶରୀରରେ କ୍ଷତ ଚିହ୍ନ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ (ପିଏନ୍‌ବି) ଋଣ ଠକେଇ ମାମଲାର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଡୋମିନିକାରେ ଗିରଫା ହେବା ପରେ ତାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଫଟୋରେ ସେ ଡୋମିନିକାର କେଉଁ ଏକ ଜେଲ୍‌ରେ ଥିବା ଜଣାପଡୁଛି । ବର୍ତ୍ତମାନ ଚୋକ୍‌ସି ଡୋମିନିକାର…