ୟାଶ୍ ପ୍ରଭାବ : ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲ୍ଲାରେ ଜଳସଂପଦ ବିଭାଗର ୮୭ କୋଟି ଟଙ୍କା କ୍ଷତି

ଭୁବନେଶ୍ୱର- ବାଲେଶ୍ୱର ଜିଲ୍ଲାରେ ବାତ୍ୟା ୟାଶ୍ ଓ ଏହା ପରବର୍ତ୍ତୀ ବନ୍ୟାରେ ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ଜଳସଂପଦ ବିଭାଗର ୮୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । କେବଳ ବୃହତ ପ୍ରକଳ୍ପ ଓ ଲୁଣାବନ୍ଧରେ ୬୯ ଦଶମିକ ୧୮ କୋଟି ଟଙ୍କା କ୍ଷତି ହୋଇଛି । ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ…

କୋଭିଡ ଆକ୍ରାନ୍ତଙ୍କ ପାଇଁ କଟକରେ ଆରମ୍ଭ ହେଲା ‘ଭ୍ରାମ୍ୟମାଣ ଏକ୍ସ-ରେ’ ସେବା

କଟକ- କଟକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଏକ୍ସ-ରେ ସେବା । କୋଭିଡ କେୟାର ସେଂଟର ଓ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା କୋଭିଡ ରୋଗୀଙ୍କୁ ଏହି ସେବା ଉପଲବ୍ଧ ହୋଇପାରିବ । ଏହି ସେବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବା ରୋଗୀଙ୍କୁ ଅତି…

ଟ୍ୱିଟରକୁ ନୂଆ ଆଇଟି ନିୟମ ମାନିବାକୁ ପଡ଼ିବ: ହାଇକୋର୍ଟ

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ନେଇ ଭାରତ ସରକାରଙ୍କ ସହ ବିବାଦ ପରେ ଟ୍ୱିଟରକୁ ଏବେ ଦିଲ୍ଲୀ ହାଇକେର୍ଟରୁ ବଡ଼ ଝଟ୍‌କା ଲାଗିଛି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ନୂଆ ଆଇଟି ନିୟମ ଉପରେ ରୋକ୍ ଲଗାଯାଇ ନଥିବାରୁ ଟ୍ୱିଟରକୁ ଏହି ନିୟମ ମାନିବାକୁ ପଡିବ । ଜଷ୍ଟିସ୍ ରେଖା ପାଲ୍ଲିଙ୍କ…

ଶ୍ରୀକ୍ଷେତ୍ରରେ ଏଥର ବି ବିନାଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା

ପୁରୀ- କୋରୋନାର ଦ୍ୱିତୀୟ ଲହରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବିନା ଭକ୍ତରେ ପାଳନ ହେବ ଦେବସ୍ନାନ ପୂର୍ଣ୍ଣିମା । ଏ ବର୍ଷ ଜୁନ ୨୪ ତାରିଖରେ ପଡୁଛି ଦେବସ୍ନାନ ପୂର୍ଣ୍ଣିମା । ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନ ଉତ୍ସବ ଆୟୋଜନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ନେଇ ପୁରୀ ଜିଲ୍ଲାପାଳ…

ବିଏମସି ପକ୍ଷରୁ ଆପାର୍ଟମେଂଟ୍ ‘ଡୋର୍ ଷ୍ଟେପ୍‌’ ଟିକାକରଣ ଆରମ୍ଭ

ଭୁବନେଶ୍ୱର- ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ‘ଡୋର୍ ଷ୍ଟେପ୍‌’ ଟିକାକରଣ ଅଭିଯାନ । ପ୍ରଥମ ଦିନରେ ୩ଟି ଜୋନ୍‌ର ୬ଟି ଆପାର୍ଟମେଂଟ୍‌ରେ ଟିକାକରଣ ଚାଲିଛି । ପ୍ରତି ଆପାର୍ଟମେଂଟରେ ୨ ଶହ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ୱର ମହାନଗର ନିଗମ…

ନିଜ ଦଳକୁ ପରାମର୍ଶ ଦେଲେ ବିଜେପି ନେତାଙ୍କ ପୁଅ, ମମତାଙ୍କୁ ସମାଲୋଚନା ନ କରି ଆତ୍ମସମୀକ୍ଷା କର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ପରାଜୟ ପରେ ଦଳ ଭତରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏବେ ବିଜେପି ନେତା ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁଙ୍କ ଏକ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଶୁଭ୍ରାଂଶୁ ତାଙ୍କର ଏହି ଫେସବୁକ୍‌ରେ ବିଜେପିକୁ କିଛି ପରାମର୍ଶ ଦେଇଛନ୍ତି ।…

ରାଜ୍ୟରେ ଲକଡାଉନ ପ୍ରଭାବର ସୁଫଳ ଦେଖିବାକୁ ମିଳୁଛି : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ମେ ମାସରେ କୋରୋନା ସଂକ୍ରମଣ ଘାତକ ଥିଲା । ସେ ଟ୍ରେଣ୍ଡ୍ ଏବେ କମୁଛି । ଜୁନ ମାସରେ ମଧ୍ୟ ସେହି ଟ୍ରେଣ୍ଡ ବଜାୟ ରହିବ ବୋଲି ଆଶା ପ୍ରକାଶା କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ଲକଡାଉନ୍‌ର ୪ ସପ୍ତାହ ପରେ ହିଁ ଏହାର…