ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ୟାଶ୍‌ର ପ୍ରଭାବ ଅଧିକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ କମ୍

ଭୁବନେଶ୍ୱର-ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହୋଇଯାଇଛି ବାତ୍ୟା ୟାଶ୍ । ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି । ଭଦ୍ରକ, ବାଲେଶ୍ୱରରେ ପବନର ବେଗ କମିବା ସହ ବର୍ଷା ପରିମାଣ ବି ହ୍ରାସ ପାଇଛି । ଏନଡିଆରଏଫ୍‌, ଓଡ୍ରାଫ୍ ଟିମ୍ ବିଭିନ୍ନ ସ୍ଥାନରେ ଉପୁଡି ପଡିଥିବା ଗଛ ରାସ୍ତାରୁ ହଟାଇବା…

ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ତଦାରଖ ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ବାଲେଶ୍ୱର ପଠାଇଲେ…

ଭୁବନେଶ୍ୱର- ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ବାତ୍ୟା ୟାଶର ସ୍ଥଳଭାଗ ଅତିକ୍ରିମ କରିବା ପ୍ରକ୍ରିୟା ଶେଷ ହୋଇଛି ।…

କୃଷି ଆଇନ ବିରୋଧରେ ଚାଷୀଙ୍କ କଳା ଦିବସ, ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଜାଳିଲେ, କଳା ପତାକା ଉତ୍ତୋଳନ କଲେ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନର ୬ ମାସ ପୂର୍ତ୍ତି ଅବସରରେ ଚାଷୀମାନେ କଳା ଦିବସ ପାଳନ କରିଛନ୍ତି । ଏହି ଅବସରରେ ହରିୟାଣା ଓ ପଞ୍ଜାବର ଅନେକ ଚାଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଭିନ୍ନ ଘର ଓ ଯାନ ବାହାନରେ କଳା ପତ୍ତାକା ଲଗାଇଛନ୍ତି ।…

ଭାରତରେ ବ୍ଲାକ୍ ଫଙ୍ଗସ୍‌ର ୧୧,୭୧୭ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ବିରଳ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌ର ମାମଲା ବଢ଼ି ଚାଲିଛି । ବିଶେଷକରି କରୋନାରୁ ସୁସ୍ଥ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା…

ନାରଦ ସ୍କାମ୍‌: ତୃଣମୂଳ କଂଗ୍ରେସ ମନ୍ତ୍ରୀଙ୍କ ଗିରଫଦାରୀ ପ୍ରତିବାଦରେ ବିଜେପି ଛାଡ଼ିଲେ ନେତା

କୋଲକାତା: ନାରଦ ସ୍କାମ୍‌ରେ ତୃଣମୂଳ କଂଗ୍ରେସର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ଗିରଫ ପ୍ରତିବାଦରେ ବିଜେପିର ଜଣେ ନେତା ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ ସମୟରେ ନାରଦ ଷ୍ଟିଙ୍ଗ୍ ମାମଲାରେ ସିବିଆଇ ଯେଉଁଭଳି ରାଜ୍ୟର ଦୁଇମନ୍ତ୍ରୀଙ୍କୁ ଗିରଫ କଲା ତାକୁ ନାପସନ୍ଦ…