ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ସ୍ୱାଧୀନତା ସଂଗ୍ରୀମା ତଥା ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ, ବିଦ୍ୱାନ ମୌଲାନା ଅବୁଲ କଲାମ ଆଜାଦଙ୍କ ଆଜି ଜନ୍ମବାର୍ଷିକୀ । ତାଙ୍କ ଜନ୍ମଦିନକୁ ଜାତୀୟ ଶିକ୍ଷା ଦିବସ ଭାବେ ବି ପାଳନ କରାଯାଏ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ…

ରାଜ୍ୟ ସରକାରଙ୍କ ପୋଲିସ ସଂସ୍କାରର ସୁଫଳ: ଦେଶର ଟପ୍-୩ ଥାନା ମଧ୍ୟରେ ଗାଙ୍ଗପୁର

ଛତ୍ରପୁର: ଶାସନ ଓ ପ୍ରଶାସନର ସବୁ କ୍ଷେତ୍ରରେ ଉନ୍ନତିମୂଳକ ପ୍ରୟୋଗ ସହ ରୂପାନ୍ତରଣ ଜରିଆରେ ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଶିକ୍ଷା ହେଉ କି ସ୍ଵାସ୍ଥ୍ୟ, କ୍ରୀଡ଼ା ଅଥବା ପୋଲିସ ବିଭାଗ, ପ୍ରତିଟି କ୍ଷେତ୍ରରେ ରାଜ୍ୟବାସୀ…

ଗୋଷ୍ଠାଷ୍ଟମୀ -‘ ଗାବୋ ସର୍ଵ ସୁଖପ୍ରଦା’

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସର୍ବତ୍ର ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହିଦିନ ପ୍ରାତଃକାଳରୁ ସ୍ନାନାଦି ନିତ୍ୟକର୍ମ ସାରି ଗୋମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯାଇଥାଏ । ଏହି ଦିନ…

ଗୀତା ମାହାତ୍ମ୍ୟ: ଯଦା ତେ ମୋହ କଲିଲଂ ବୁଦ୍ଧିର୍ବ୍ୟତୀତରିଷ୍ୟତି। ତଦା ଗନ୍ତାସି ନିର୍ବେଦଂ ଶ୍ରୋତଵ୍ୟସ୍ୟ ଶ୍ରୁତସ୍ୟ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଯଦା ତେ ମୋହ କଲିଲଂ ବୁଦ୍ଧିର୍ବ୍ୟତୀତରିଷ୍ୟତି। ତଦା ଗନ୍ତାସି ନିର୍ବେଦଂ ଶ୍ରୋତଵ୍ୟସ୍ୟ ଶ୍ରୁତସ୍ୟ ଚ।। ହେ ଅର୍ଜୁନ ! ଯେତେବେଳେ ତୁମ୍ଭର ବୁଦ୍ଧି ମୋହ ରୂପକ ପଙ୍କକୁ ସମ୍ପୂର୍ଣ୍ଣ…