ପୁରୀରେ ଆଉ ୨ ରଥ ନିର୍ମାଣ ସେବକଙ୍କୁ କୋରୋନା

ପୁରୀ- ପୁରୀରେ ଆଜି ଆଉ ଦୁଇ ଜଣ ରଥନିର୍ମାଣ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ମହାରଣା ସେବକ ଓ ଜଣେ ଭୋଇ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ଯାଏଁ ୨୦ ଜଣ ରଥ ନିର୍ମାଣ ସେବକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କୁ ନୀଳାଚଳ ଭକ୍ତ ନିବାସ କୋଭିଡ…

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଆଇଏମଡି

ଭୁବନେଶ୍ୱର- ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମେ ୨୪ ତାରିଖରେ ଲଘୁଚାପ ବାତ୍ୟା ‘ୟଶ’ର ରୂପ ନେଇପାରେ । ଏହା ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ଉପକୂଳ ଅତିକ୍ରମ…

ଉତ୍ତର ପ୍ରଦେଶ: କରୋନା ନିୟମ ଭାଙ୍ଗିବା ନେଇ ପୋଲିସ୍ ମାଡ଼ରେ ନାବାଳକର ମୃତ୍ୟୁ

ଲକ୍ଷ୍ନୌ: କରୋନା କର୍ଫ୍ୟୁ ଉଲ୍ଲଂଘନ କରିବାରୁ ପୋଲିସ ମାଡ଼ରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଘଟିଥିବା ଏହି ଘଟଣା ପାଇଁ ଦୁଇ ପୋଲିସ୍ କନଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ଜଣେ ହୋମ୍‌ଗାର୍ଡକୁ ବହିଷ୍କୃତ କରାଯାଇଛି । ଉନ୍ନାଓ ଜିଲ୍ଲାର…

ଏୟାର ଇଣ୍ଡିଆ ଉପରେ ସାଇବର ଆକ୍ରମଣ, ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆର ବଡ଼ ଧରଣର ସାଇବର ଆକ୍ରମଣ ହୋଇଛି । କମ୍ପାନୀ କହିଛି ଯେ ଏହି ଘଟଣାରେ ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ହୋଇଛି। ଡାଟା ଲିକରେ ଗ୍ରାହକଙ୍କ ବ୍ୟକ୍ତିଗତ ସୂଚନା ମଧ୍ୟ ଲିକ୍ ହୋଇଛି। ଖବର ଅନୁଯାୟୀ, ଡାଟା ସେଣ୍ଟରରେ ସାଇବର…

ଅପରିଚିତଙ୍କ ଶବଦାହ କରି ମଣିଷପଣିଆ ଦେଖାଇଲା ସମ୍ବଲପୁର ପୁଲିସ

ସମ୍ବଲପୁର: ସମ୍ବଲପୁର ପୁଲିସ କୋଭିଡ ମୁକାବିଲା ସାଂଗକୁ ତାର ସାମାଜିକ ଦାୟିତ୍ବ ନିର୍ବାହ କରି ଅନେକ ସମୟରେ ପ୍ରଶଂସା ପାଇଆସିଛି । ଏହି ପରିପ୍ରେଖୀରେ ଗତକାଲି ବୁର୍ଲା ଥାନା ମେଡିକାଲ ଫାଣ୍ଡି ହେପାଜତରେ ଥିବା ୨ଟି ଅପରିଚିତଙ୍କ ଶବଦାହ କରି ମଣିଷ ପଣିଆର ପରିଚୟ ଦେଇଛି ପୁଲିସ ।…

ଟିକା ଉପଲବ୍ଧତା ଓ ଡବ୍ଲୁଏଚ୍‌ଓ ଗାଇଡ୍ ଲାଇନ୍‌କୁ ଅଣଦେଖା କରିଛନ୍ତି ସରକାର: ସେରମ୍ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ଦେଶରେ ଟିକାର ଉତ୍କଟ ଅଭାବ ନେଇ ଚାରିଆଡୁ ସାମଲୋଚିତ ହେଉଥିବା ମୋଦି ସରକାର କିପରି ତରବରିଆ ଭାବେ ସବୁ ବୟସ ବର୍ଗ ପାଇଁ ଟିକାକରଣକୁ ଅନୁମତି ଦେଇଥିଲେ ତାହା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବ ଦେଇଥିବା ମନ୍ତବ୍ୟରୁ…