କରୋନା ସଙ୍କଟ: ଭାରତରେ ୨.୬୩ ଲକ୍ଷ ନୂଆ ମାମଲା, ରେକର୍ଡ ୪୩୨୯ ମୃତ

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପଉଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨ ଲକ୍ଷ ୬୩ ହଜାର ୫୩୩ ନୂଆ ମାମଲା ଚିହ୍ନଟ ହୋଇଛି । ଏପ୍ରିଲ ୧୯ ପରେ ଏହି ସଂଖ୍ୟା ସବୁଠୁ କମ୍ । ଏପ୍ରିଲ ୧୯ରେ ଭାରତରେ ୨ ଲକ୍ଷ ୫୯ ମାମଲା ରେକର୍ଡ…

କରୋନା ରୋଗୀଙ୍କ ଚିକିତ୍ସାରୁ ପ୍ଲାଜମା ଥେରାପି ବାଦ୍

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ଲାଜମା ଥେରାପି ଉପରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ଏମ୍ସ ଏକ ବଡ଼ ନିଷ୍ପତ୍ତି ନେଇଛି | କରୋନା ଚିକିତ୍ସାରୁ ପ୍ଲାଜମା ଥେରାପିକୁ ହଟାଇ ଦିଆଯାଇଛି । କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଆଇସିଏମ୍ଆର୍ ପକ୍ଷରୁ ଜାରି…

ରେଢାଖୋଲ ବିଧାୟକଙ୍କ ଅଭିନବ ପଦକ୍ଷେପ: ପ୍ରତି ପଞ୍ଚାୟତର ଆଶାକର୍ମୀଙ୍କୁ ବାଣ୍ଟିଲେ ଅକ୍ସିମିଟର୍

ସମ୍ବଲପୁର : ବର୍ଭମାନ କରୋନାର ଦ୍ବିତୀୟ ଲହରରେ ଏହାର ସଂକ୍ରମଣର ତୀବ୍ରତା ଯେତିକି ଅଧିକ ରହିଛି , ଶରୀର ଉପରେ ବି ଏହାର ଭୟଙ୍କର ପ୍ରଭାବ ରହିଛି । ଏହି ମାରାତ୍ମକ ଷ୍ଟ୍ରେନ୍ ତୁରନ୍ତ ଫୁସଫୁସକୁ ସଂକ୍ରମିତ କରୁଥିବାରୁ ରୋଗୀ ଅଚାନକ ଗୁରୁତର ହୋଇ ଯାଉଛନ୍ତି । ତେବେ , ଗ୍ରାମାଞ୍ଚଳରେ…

ନାରଦ ଷ୍ଟିଙ୍ଗ୍ ମାମଲା: ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଟିଏମ୍‌ସି ବିଧାୟକଙ୍କୁ ଜାମିନ

କୋଲକାତା: ନାରଦ ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ ଗିରଫ ମମତା ବାନାର୍ଜୀ ସରକାରର ଦୁଇ ମନ୍ତ୍ରୀଙ୍କ ସହ ତୃଣମୂଳ କଂଗ୍ରେସର ଜଣେ ବିଧାୟକଙ୍କୁ ଜାମିନ ମିଳିଛି । ଏହି ତିନି ଟିଏମ୍‌ସି ନେତାଙ୍କୁ କୋଲକାତାର ଏକ କୋର୍ଟ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଏକ…

ମେକ୍ସିକୋର ଆଣ୍ଡ୍ରିୟା ମେଜା ପିନ୍ଧିଲେ ମିସ୍ ୟୁନିଭର୍ସ ମୁକୁଟ, ଭାରତର ଏଡଲିନ୍ ଚତୁର୍ଥ

ଫ୍ଲୋରିଡା: ମେକ୍ସିକୋ ସୁନ୍ଦରୀ ୨୬ ବର୍ଷୀୟା ଆଣ୍ଡ୍ରିିୟା ମେଜା ଜିତିଛନ୍ତି ମିସ୍ ୟୁନିଭର୍ସ -୨୦୨୦ ଟାଇଟଲ୍ । ଫ୍ଲୋରିଡାରେ ଆୟୋଜିତ ଏହି ପ୍ରତିଯୋଗିତାରେ ମେଜା ୬୬ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ପୂର୍ବତନ ମିସ୍ ୟୁନିଭର୍ସ ଦକ୍ଷିଣ ଆଫ୍ରିକାର…