ଏବେ ଗାଁକୁ ଫୋକସରେ ରଖିଲେ ନବୀନ : ତୄଣମୂଳ ସ୍ତରରେ କୋଭିଡ ନିୟନ୍ତ୍ରଣ ଉପରେ ସର୍ବଦଳୀୟ ବୈଠକରେ ଗୁରୁତ୍ୱ, ପଞ୍ଚାୟତରେ…

ଭୁବନେଶ୍ବର: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ…

ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା, ରାଜନୈତିକ ଫାଇଦା ପାଇଁ କୋଭିଡ୍ ଔଷଧ ଗଚ୍ଛିତ ରଖନାହିଁ

ନୂଆଦିଲ୍ଲୀ: କୋଭିଡ୍ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଗଚ୍ଛିତ ରଖିଥିବା ନେତାଙ୍କୁ ଦିଲ୍ଲୀ ହାଇକୋର୍ଟ ଭର୍ତ୍ସନା କରିଛନ୍ତି । ଏହି ଔଷଧ ଗୁଡିକର ଅଭାବ ଦେଖାଦେଇଥିବା ବେଳେ ନେତାମାନେ ନିଜ ରାଜନୈତିକ ଫାଇଦା ପାଇଁ ଏଭଳି ଔଷଧ ନିଜ ପାଖରେ ଜମା ନ କରି ଫେରାଇ ଦିଅନ୍ତୁ ବୋଲି ହାଇକୋର୍ଟ…

ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡା ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟରେ ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡା ଧାର୍ଯ୍ୟ କଲେ ରାଜ୍ୟ ସରକାର । ଅଧିକ ଭଡା ନେଲେ ଦୃଢ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ । ୧୦ କିଲୋମିଟର ପାଇଁ ଛୋଟ ଗାଡି ୭୫୦ ଟଙ୍କା ଭଡା ନେବେ । ଲାଇଫ ସପୋର୍ଟ ସିଷ୍ଟମ ଥିଲେ ବୋଲୋରେ ନେୂେ ୧୫୦୦ ଓ ଅତ୍ୟାଧୁନିକ…

କୋଭିଡ୍‌ର ଦ୍ୱିତୀୟ ଲହରୀ ସଂକ୍ରମଣ ନେଇଛି ୨୪୪ ଡାକ୍ତରଙ୍କ ଜୀବନ, ବିହାର, ୟୁପି, ଦିଲ୍ଲୀରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ସଂକ୍ରମଣରେ ଏଯାବତ୍ ୨୪୪ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ବିହାର, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ସର୍ବାଧିକ ସଂଖ୍ୟକ ଡାକ୍ତର କୋଭିଡ୍‌ରେ ପ୍ରାଣ ହରାଇଛନ୍ତି ବୋଲି ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) କହିଛି । ଆଇଏମ୍‌ଏ ରେଜିଷ୍ଟ୍ରି…

ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ‘ତୌକତେ’, ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକଙ୍କୁ…

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତୌକତେ’ ଏବେ ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ସୋମବାର ସକାଳେ ଏହା ଆହୁରି ଶକ୍ତିଶାଳୀ ହୋଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ଏବେ ଏହି ଝଡ଼ର ତୀବ୍ରତା ବୃଦ୍ଧି ପାଇଛି ଏବଂ…